120Log inSign up

Sisir Panda

Literary Captain
49Followers
2Following
15Works

ମୋ ସମ୍ପର୍କରେ ଅଳ୍ପ କିଛି , ଶିଶିର କୁମାର ପଣ୍ଡା , ମୋ ଜୀବନର ପ୍ରଥମ କବିତା (ଆସିଲି ମୁଁ ଶୀତ) ୨୦,୧୧,୧୯୮୮ ରେ "ସମାଜ" ରେ ପ୍ରକାଶିତ । ତା' ପରଠୁ ପ୍ରାୟ ସବୁ ସମ୍ବାଦପତ୍ର ଓ ଶିଶୁ ପତ୍ରିକାରେ ମୋର ଲେଖା ପ୍ରକାଶ ହୋଇ ଆସୁଛି । ଅଦ୍ୟାବଧି ଏକ ହଜାରରୁ ଅଧିକ ଲେଖା ପ୍ରକାଶିତ । "ଭଲଲାଗେ ମୋତେ" ନାମରେ ଗୋଟିଏ ଶିଶୁ ସଂକଳନ ମୋର ପ୍ରକାଶିତ । ଏହାଛଡ଼ା ଅରବିନ୍ଦ ମୁଦୁଲି ଏବଂ ସୁବାସ ଦାସଙ୍କ କଣ୍ଠରେ ମୋର ଦୁଇଟି ଭଜନ କ୍ୟାସେଟ ପ୍ରକାଶ ପାଇଛି । ଆକାଶବାଣୀ କଟକ କେନ୍ଦ୍ରର "ଶିଶୁ ସଂସାର "କାର୍ଯ୍ୟକ୍ରମ ରେ ମୋ କବିତା ଏବଂ ଗଳ୍ପ ମଧ୍ୟ ପ୍ରସାରିତ ।ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ମୋତେ ସମ୍ବର୍ଦ୍ଧିତ କରାଯାଇଛି । ପିତା-ଚୈତନ୍ୟ ଚରଣ ପଣ୍ଡା ମାତା-ଅନ୍ନପୂର୍ଣ୍ଣା ପଣ୍ଡା ଜନ୍ମ-୧୦/୦୫/୧୯୬୭ ସ୍ଥାୟୀ ଠିକଣା- କୁଆଁସ , ମେରଦା କାଟିଆ , ଯାଜପୁର

No stories yet.