Snigdha Nayak
Literary Colonel174Followers
3Following
75Works
Reality: A writer by passion,a teacher by profession. ବାର ବର୍ଷ ବୟସ ରୁ ଲେଖନୀ ଆରମ୍ଭ କରିଥିଲି ।ଖବର କାଗଜ,ପତ୍ରିକା ରେ ଲେଖା ପ୍ରକାଶ ପାଇଥିଲା ।କବିତା,ଗଳ୍ପ, ଶିଶୁ କବିତା ଓ କାହାଣୀ, ଉପନ୍ୟାସ ପ୍ରଭୃତି ଲେଖେ ।ମୋ ପ୍ରଥମ ଉପନ୍ୟାସ ସେରିନ୍ ଖୁବ୍ ଲୋକପ୍ରିୟ ହେଇ ପାରିଛି ।ଏହାର ପାଠକ ସଂଖ୍ୟା ପାଖାପାଖି ତିନି ଲକ୍ଷ ।ଅନୁବାଦ ଲେଖା ମଧ୍ୟ ଲେଖେ । ଷ୍ଟୋରି ମିରର ମୋ ର ସବୁଠାରୁ ପ୍ରିୟ ପ୍ଲାଟ ଫର୍ମ ।ମୁଁ ଏହି ପ୍ଲାଟଫର୍ମ ରେ ଲେଖକ ଭାବରେ ଜଡ଼ିତ ହେଇଥିବାରୁ ଗର୍ବିତ ।ମୋର ପରବର୍ତ୍ତୀ ଉପନ୍ୟାସ ମେପଲ୍, ସାଇକିଲ ଷ୍ଟାଣ୍ଡ ପ୍ରକାଶ ଅପେକ୍ଷାରେ ।
No stories yet.