Deepak Sarangi
Literary Colonelମୁଁ ଦୀପକ ଷଡଙ୍ଗୀ । ପିତା : ଶ୍ରୀ ଧୀରେନ୍ଦ୍ର ନାଥ ଷଡଙ୍ଗୀ, ମାତା : ଶ୍ରୀମତୀ ଗୀତାଞ୍ଜଳି ଷଡଙ୍ଗୀ, ଜନ୍ମ:୨୫ଡିସେମ୍ବର୧୯୮୪, ବାସସ୍ଥାନ: କଟକ, ଶିକ୍ଷାଗତ ଯୋଗ୍ୟତା: ଔଷଧ ବିଜ୍ଞାନରେ ସ୍ନାତକୋତ୍ତର(M.Pharmacy) । ବର୍ତମାନ ମୁଁ ଓଡିଶାର ସ୍ଵନାମ ଧନ୍ୟ ଫାର୍ମାସୀ ମହାବିଦ୍ୟାଳୟ ବ୍ରହ୍ମପୁର ର ରୋଲାଣ୍ଡ୍ ଫାର୍ମାସୀ କଲେଜ୍ ରେ ସହକାରୀ ଅଧ୍ୟାପକ ରୂପେ କାର୍ଯ୍ୟରତ । ଲେଖାଲେଖିର ଆଗ୍ରହ ଆରମ୍ଭ ହୋଇଥିଲା ୨୦୦୨ ମସିହାରୁ ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟ ରେ ସ୍ନାତକ ପଢୁଥିବା ସମୟରୁ । ବିଭାଗ ତରଫରୁ ବହରୁଥିବା ବାର୍ଷିକ ପତ୍ରିକାରେ ମୋର ଲେଖା ପ୍ରକାଶିତ ହେଉଥିଲା । ସେବେ ଠାରୁ ଲେଖି ଚାଲିଛି । କିଛି ଲେଖା ଦୈନିକ ଖବରକାଗଜ ଯେପରି ସମାଜ ଓ ସମ୍ବାଦରେ ମଧ୍ୟ ବାହାରିଛି । ଓଡିଶାର ପ୍ରଥମ ଇ-ପତ୍ରିକା ଆହ୍ଵାନ ଏବଂ ବେଦାନ୍ତୀ ରେ ମୋର ଲେଖା ପ୍ରାୟତଃ ପ୍ରକାଶିତ ହୋଇଥାଏ । ଲେଖାଲେଖି ବ୍ୟତୀତ ମୁଁ ଜଣେ ସଙ୍ଗୀତକାର(ଗୀଟାରିଷ୍ଟ୍) ମଧ୍ୟ । ମୋର ନିଜସ୍ଵ ଏକ ୟୁ ଟିଉବ୍(You Tube) ଚ୍ୟାନେଲ୍ ମଧ୍ୟ ଅଛି । ଯେଉଁଥିରେ ମୋର ୧୦୦ ରୁ ଉର୍ଦ୍ଧ ହିନ୍ଦୀ,ଓଡିଆ,ବେଙ୍ଗଲୀ ଆଦି ସିନେମା ଏବଂ ଆଲବମ୍ ର Guitar Instrumental ରହିଛି । ଯାହାର ଲିଙ୍କ୍ ମୁଁ ଏଠାରେ ଦେଉଛି https://www.youtube.com/user/sarangidipu/videos?view_as=subscriber ଷ୍ଟୋରୀମିରର୍ ମୋ ଭଳି ଅନାମଧ୍ୟେୟ ପ୍ରତିଭା ମାନଙ୍କୁ ସେମାନଙ୍କର ଲେଖାକୁ ବିଶ୍ଵ ଦରବାରରେ ପହଞ୍ଚାଇ ଥିବାରୁ , ମୁଁ ଷ୍ଟୋରୀମିରର୍ ର ସମ୍ପାଦକ/admin ଙ୍କ ପାଖେ ଚିର କୃତଜ୍ଞ । ଈଶ୍ବରଙ୍କ ପାଖେ ଏତିକି କାମନା ଯେ ଷ୍ଟୋରୀମିରର୍ ଏହି ପରି ନୂତନ ପ୍ରତିଭା ମାନଙ୍କୁ ଖୋଜି ଆଣି ଓଡିଆ ସାହିତ୍ୟକୁ ଏକ ନୂତନ ଦିଗ୍ ଦର୍ଶନ ଦେଉ ଏବଂ ଆଗାମୀ ଦିନରେ ଏହାର ଉତ୍ତୋରତ୍ତର ଉନ୍ନତି ସାଧନ ହେଉ । ଜୟ ଜଗନ୍ନାଥ !!!
- That Hundred Rupees NoteDeepak Sarangi · 8 min read · 549 readsAfter the train left, I put my luggage under my seat. I was feeling somehow relaxed.Inspirational
- It’s RainingIt’s RainingDeepak Sarangi · 2 min read · 489 readsRain gives us life and helps things to grow. Without rain, we would have no trees, no spring season, no green grass, no crops, no fruit, and no vegetables too.Abstract
- My True LoveMy True LoveDeepak Sarangi · 9 min read · 648 readsA story of love, betrayal, and wounds that heal with a new found life and loveDrama
- Celine’s HumanityCeline’s HumanityDeepak Sarangi · 3 min read · 371 readsOn the other hand that giant Gorilla took Celine into a cave where one mother Gorilla along with two kid Gorillas were there.Drama
- A Broken Love StoryDeepak Sarangi · 4 min read · 911 readsAnil swims over the past and can see the college days when he and Sonali are became lovebirds during their college days.Romance
