Loading…
ମୋର ଆରାଧ୍ୟ ଜଗତର ନାଥ ଶ୍ରୀ ଜଗନ୍ନାଥ, କୋଟି ଓଡ଼ିଆଙ୍କ ମଉଡମଣି, କୋଟି ହୃଦୟର ସ୍ପନ୍ଦନ, ଅନାଥଜନଙ୍କ ନାଥ ,ବିଶ୍ୱ ସ୍ରଷ୍ଟା, ଲୀଳାମୟଙ୍କ କରୁଣାରୁ ଦି'ପଦ ତାଙ୍କ ବିଷୟରେ ଲେଖିବାକୁ ମୋତେ ସମର୍ଥ କରିଥିବାରୁ ତାଙ୍କରି ସେଇ ଅଭୟ ପାଦପଦ୍ମରେ ରେ ମୁଁ କୋଟି କୋଟି ଦଣ୍ଡବତ ଜଣାଉଛି ।ଜୟ ଜଗନ୍ନାଥ🙏🙏 ସର୍ବେ ଭବନ୍ତୁ ଶୁଖିନଃ, ସର୍ବେ ସନ୍ତୁ ନିରମୟା ସର୍ବେ ଭଦ୍ରାଣୀ ପସ୍ୟାନ୍ତୁ, ମା କଶ୍ଚିତ ଦୁଃଖଭାଗ ଭବେତ।🙏🙏
No stories yet.