by Kanan Bala Nayak ✓ · 26 Sept 2019
ଜାଣିଛ ନିଲେଶ୍ ତୁମକୁ ଛାଡି ଆସିବାର ୨୬/୨୭ ବର୍ଷ ହେଲାଣି l ମୁଣ୍ଡରେ ଚୁଟି ମଧ୍ୟ ପାଚିବାକୁ ଆରମ୍ଭ କଲାଣି, ହେଲେ ଆଜି ବି ମୋତେ ଏକୁଟିଆ ରାସ୍ତା ପାରି ହେବା ପାଇଁ ଭାରି ଭୟ ଲାଗେ l
Loading comments…
Loading comments…