by Shashanka sekhar Ray ✓ · 6 Nov 2019
ପ୍ରେମର ଝଳଝଳ ଝରଣାଟିଏ ପରି ସେ ଯେମିତି ମୋ ସାରା ଶରୀରକୁ କଳକଳ ଶବ୍ଦରେ ଛୁଇଁ ଛୁଇଁ ଯାଉଥିଲା ।ତାର ରୁଣ୍ ଝୁଣ୍ ପାଉଁଜିର ଶବ୍ଦ ମୋ ହୃଦୟର ପ୍ରତିଟି ସ୍ପନ୍ଦନରେ ପ୍ରତିଧ୍ଵନିତ ହେଉଥିଲା । ମୁଁ ଏକ ଲୟରେ ସେମିତି ଅନୀମାକୁ ଚାହିଁରହିଥାଏ ।
Loading comments…
Loading comments…