by Jayanta Janapriya Mahakur ✓
ମୁଁ ଭାବିଲି ନିଜକୁ ସଭ୍ୟ ଓ ବୁଦ୍ଧିମାନ ବୋଲାଉଥିବା ମଣିଷ ମାତ୍ର ଦୁଇ ଟଙ୍କା ସାହାଯ୍ୟ କରିବାକୁ କୁଣ୍ଠାବୋଧ କରୁଛି ମାତ୍ର ଦୁଇ କୋଟି ଟଙ୍କା ଚିଟଫଣ୍ଡ ରେ ଜମା କରି ସର୍ବଶ୍ଵାନ୍ତ ହେଉଛି। ବାସ୍ତବରେ ଦୁନିଆଟା ଭାରି ଗଜବ କ୍ଷମା କରିବେ ପରିବର୍ତ୍ତନଶୀଳ।
Loading comments…
Loading comments…