by Jayanta Janapriya Mahakur ✓
ସୈନିକ ମାନେ ନିତି ଗୁଳିରେ ମରୁଛନ୍ତି କିନ୍ତୁ ଏଠାରେ କାଛି ନେତା ହୀନ ରାଜନୀତି କରିବାରେ ବ୍ୟସ୍ତ। ସୈନିକର ପୁଅ ଭୋକିଲା ରହୁଛି, କିନ୍ତୁ ନେତାର ପୁଅ ପଞ୍ଚତାରକା ହୋଟେଲରେ ଖାଉଛି। ଏପରି ବକ୍ତବ୍ୟ ଦେଇ ଥିବା ସେହି ସୈନିକ ଖୁବ୍ ପ୍ରଶଂସିତ ହେଲା।
Loading comments…
Loading comments…