by Pallabini Acharya ✓
ଯେତିକି ପାଖକୁ ପାଖକୁ ଯାଏ ମୁଁ, ପଦ୍ମ ସମ ତୁମେ ଦୁରକୁ ଦୁରେଇ ଯାଅ। ସ୍ବପ୍ନ ରେ ଆସ ଖୁବ୍ ନିବିଡତା ନେଇ, ନିମିଷକେ ଆଖିଠାର ମାରି ଉଭେଇଯାଅ ।
Loading comments…
Loading comments…