StoryMirror - Read, Write, Share & Repeat- ବୃଥା ସପନJagannath Barik · 1 min read · 315 readsବୃଥା ସପନComedy
- ନୂଆ କାହାଣୀPrasant Kumar Nath · 2 min read · 14.6K readsପାଣିରେ ଭାସେ ପଥର
ବିଧବା ପିନ୍ଧେ ସିନ୍ଦୁର
ଦୁର୍ଗନ୍ଧ କରେ ଅତର
ସ୍ନୋ ପାଉଡର ମୁହଁରେ ବୋଳିକି
ସତୁରୀ ଭାବେ ସତର ।Others
- ଲୁଙ୍ଗୀNarmada Sahu · 1 min read · 6.6K readsପ୍ରତି ମାସ ହିସାବ
ମୁଁ ନିଶ୍ଚୟ ମାଗୁଛି,,,,
ବାପାଙ୍କ ମୁହଁ ସିଲେଇ ଲୁଙ୍ଗିରେ
ସାତ ସିଆ ତାଳି
ସେବେ ଥିଲା,,,ଏବେ ବି ସେମିତି ଅଛି,,,,,Others
- ଉଡିବା ଶିଖିଲା ପରେ..Binaya Bhusan Panigrahi · 2 min read · 2.6K readsଏଇମାତ୍ର ଦୁଇମାସ ତଳେ,
ଡରି ଡରି ଥଂଟ ମାରିଥିଲା ମାଆ ପାରା
ନିଜ ଅଣ୍ଡାର ଶକ୍ତ ଖୋଳପା ଉପରେ
ପୁଞ୍ଜିଭୁତ ପ୍ରତ୍ୟୟକୁ ଏକଜୁଟ କରି।Others
- ଲୁଙ୍ଗିNarmada Sahu · 1 min read · 6.7K readsବାପାଙ୍କ ମୁହଁ ସିଲେଇ ଲୁଙ୍ଗିରେ
ସାତ ସିଆ ତାଳି
ସେବେ ଥିଲା,,,ଏବେ ବି ସେମିତି ଅଛି,,,,,Others
- ଆମେ ତ ଭାଗ୍ୟବାନ ପିଲାରେଓଡ଼ିଆ ଗଳ୍ପ ଓ କବିତା - ୩ · 1 min read · 7.2K readsପ୍ଲାଷ୍ଟିକ୍ ଅଣ୍ଡା ଏବେ ମିଳୁଛି
ଫାଷ୍ଟ୍ ଫୁଡ୍ ରେ ଦିନ ଚଳୁଛି l
ହାଇବ୍ରିଡ଼୍ ଜୀବନ ବ୍ୟବସ୍ଥା
ଜୀଉଁ ଆବାଳ ବୃଦ୍ଧ ବନିତା ॥Others
Loading…