English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଅନୁଶୋଚନା
11 poems
ସୁଦକ୍ଷ କାରିଗର
Narendra Prasad Behera · 1 min read · 172 reads
ସୁଦକ୍ଷ କାରିଗର
Abstract
ମୋ ବୋଉ
Narendra Prasad Behera · 1 min read · 252 reads
ମୋ ବୋଉ
Abstract
ଖାଲି କିଛି-------ଅନୁଶୋଚନା ।
Ram Prasad Bisoi · 1 min read · 6.6K reads
ଖାଲି କିଛି-------ଅନୁଶୋଚନା ।
Others
ଖାଲି କିଛି-------ଅନୁଶୋଚନା ।
Ram Prasad Bisoi · 1 min read · 6.6K reads
ଖାଲି କିଛି-------ଅନୁଶୋଚନା । ଜୀବନ ! ତୋ ପାଇଁ ମୋର ନାହିଁ କିଛି ଅନୁଶୋଚନା ତୋ ଠାରୁ ଅବା ଆଉ କିଏ ? ଅଛି ଖୁଵ ସୁନ୍ଦର , ଖାଲି ଏତିକି ମୋର କହିବାର ବାକି ଅଛି ତମେ ସାଥୀ କାହିଁକି ? ମୋ ସହ ହେଉ ନାହଁ କଥା । (୧) ତମେ ଜାଣି ନାହଁ କି ? ପ୍ରତି ରାତିରେ ମରି ପ୍ରତି ସକାଳେ ବଞ୍ଚି ଉଠେ ଏଠି ତମ ବିନା ଜୀବନ , ମରିଯାଇ ବି ତମକୁ ଭୁଲି ପାରିନି କେବେ ବିଡ଼ମ୍ବନା ଖାଲି ଏତିକି ବଞ୍ଚିଥିବା ସମୟରେ ହୋଇ ପାରିଲି ନି ତମର ସମୟବି ପାରିଲାନି ଭରି ତମେ ଦେଇ ଥିବା କ୍ଷତ , ଆଜି ବି ଏ କଥା ଭାବୁଛି ,କାହିଁକି ? ତମ ହୃଦୟେ ନାହିଁ ଆନ୍ଦୋଳନ, ଜୀବନ କୁ ମୋର ପ୍ରାଥନା ଏତିକି ତୁମ ସହ କଟି ଯାଉ ବାକି ରହି ଯାଇଛି ଯେତେ ସମୟ । (୨) ହେ ------------------ ମୋ ଝରୁଥିବା ଆଖିର ଶ୍ରାବଣୀ କିଛିତ ଚେନାଏ ହସ ମତେ ଦେଇ ଦିଅ, ନିଃସଙ୍ଗତା ହେଲାଣି ଏବେ ଦୁର୍ବିସହ ବୁଝି ବି ଆବୁଝା ତମେ ବାକି ରହିଗଲା ତମଲାଗି ମୋର ଏ ଖାଲି କିଛି""ଅନୁଶୋଚନା ""(୩)। ରାମ ପ୍ରସାଦ ବିଶୋଇ (କାଶ୍ୟପ) ସକାଳ-୮-୫୫ ମି, ତା-୨-୦୬-୧୬ , ରାୟଗଡ଼ା ।
Others
ସଂଜ୍ଞା ଜୀବନର
Sujata Dash · 1 min read · 282 reads
କଳ୍ପନା ମୋ ଅସୀମ ଗଗନ, ସୀମାହୀନ ଦିଗନ୍ତ ସ୍ୱପ୍ନର ତାଳେ ତାଳେ ନିବିଡ଼ତାର ସ୍ବଚ୍ଛ ପ୍ରତିବିମ୍ବ ଆତ୍ମାର ପରିଭାଷା ମୋ କବିତାର ଭାଷା
Others
ବାରାଙ୍ଗନା ର କୋହ
Jagannath Jena · 1 min read · 293 reads
ଦୁଃଖ ନାହିଁ ମୋର ଅନୁଶୋଚନା ବି କାହିଁକି କରିବି କୁହ ପାଖରୁ ମତେ ସେ ଦୁରେଇ ଦେଲେବି ଭଲରେ ରହୁ
Tragedy
Loading…
Next page →