English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଅନ୍ତର୍ଦାହ
11 poems
ଅନ୍ତର୍ଦାହ
ଅନ୍ତର୍ଦାହ
Abhakanta · 1 min read · 20.4K reads
କବିତା କପାଳେ ସରସ୍ୱତୀ କିବା ଲେଖିଲେ ପର୍ଯ୍ୟାୟ ନୂଆ, ଗଳିକନ୍ଦି ହୋଇ ଜନମନ୍ତି କବି ଯେସନେ ଘୁଷୁରିଛୁଆ !
Comedy
ସ୍ଵରୂପ
Bhakta Malla · 1 min read · 12.5K reads
ପ୍ରୀତିପ୍ରଦ ପ୍ରେମର ବାର୍ତ୍ତା , ତମିସ୍ରାର ଘନ ଅନ୍ଧକାରେ, ହୋଇପାରେ ଆଲୋକର ଚେନାଏ ଆଶ୍ବାସନା ପାପୁଲାଏ ବିଶ୍ବାସର ନୀଳ ତନ୍ମୟତା ।।
Others
ଶବ୍ଦ
Bhakta Malla · 1 min read · 6.7K reads
ସୁଦୂରେ କାହିଁ ନିଶ୍ଚିହ୍ନ ହେଉ ଦିବ୍ୟ ଜ୍ୟୋତି ଫୁଟୁ, ଶବ୍ଦ ଟିଏ ଭରସା ଦେଉ ବିଶ୍ବାସ ର ନିଃଶ୍ବାସ ଟି ଛୁଟୁ ।।
Classics
ଅନ୍ତର୍ଦ୍ୱନ୍ଦ
Smruti Ranjan Tripathy · 2 min read · 6.8K reads
ଆଗାମୀ ଲୋଭମାନଙ୍କ ପ୍ରତିନିଧିମାନେ ବ୍ୟସ୍ତ ବିବ୍ରତ, ସରକାରୀ ଖାତାରେ ଶବ ସାଙ୍ଗରେ ମୂଲଚାଲ କିଛି କୋହଭିଜା ଶବ୍ଦପୁଞ୍ଜି...
Abstract
ବିପୁଳାଚ ପୃଥ୍ବୀ
Bidyutprabha Gantayat · 1 min read · 6.8K reads
କାନ୍ଦ ତୁମେ ଲୁହର ଉଜାଣିରେ, ଧୋଇଦିଅ କ୍ଲିଷ୍ଟ ଅନ୍ତର୍ଦାହ
Inspirational
ଅନ୍ତର୍ଦାହ
Sunanda B Mohapatra · 1 min read · 243 reads
ଏସବୁ କ'ଣ କହି ଦେଇ ହେବ ଏତେ ସହଜରେ, ଏ କାଗଜ କାଳିରେ, କେଇଧାଡ଼ି ଲେଖାର କେଇପଦ କଥାରେ ?
Others
Loading…
Next page →