StoryMirror - Read, Write, Share & Repeat- ବଞ୍ଚିବାର ଅବଲମ୍ବନ !Ram Prasad Bisoi · 1 min read · 1.3K readsବଞ୍ଚିବାର ଅବଲମ୍ବନ !
ପ୍ରଯାୟ, କ୍ରମରେ ଚାଲୁଥିବା ପ୍ରକ୍ରିୟାର ସୋପାନ, ଗତିର ଧାରା , କିଛି ଆପଣା କିଛି ପର ପର ହୋଇ ବି ଆପଣାଠୁ ଅଧିକା ସଦ୍ୟ ଘଟି ଯାଇଥିବା ଘଟଣାବଳୀ କିଛି ଅନୁଭୂତି, କିଛି ସ୍ମୃତିର ଆଲେଖ୍ୟ କିଛି ମିଠା କିଛି ଖଟା କିଛି ପାଇବା କିଛି ହାରିବା ଗୋଟିଏ ପରେ ଆଉ ଗୋଟିଏ ଆସୁଥିବା ସମୟର ଲହଡ଼ି । ଅନୁଭୂତି; କିଛି ଘଟଣାବଳୀ ର ନିଷ୍କର୍ଷ, ଭଲ ଆଉ ମନ୍ଦ ଉଭୟର ଅନୁଭବ, ସ୍ମୃତିରେ ରହି ଯାଆନ୍ତି କିଛି, ଅନ୍ତିମ ପ୍ରଯାୟ ପର୍ଯ୍ୟନ୍ତ ଭୁଲି ବି ଭୁଲି ହୁଏନି ରହିଯାଇ ଥାଏ ଟିକିକ ଆଶା କାଳେ ମିଳିଯିବ ହଜିବା କାଲି । ପ୍ରତିକ୍ଷା; ମଉଳି ଯାଇଥିବା ଗତକାଲି ଆସନ୍ତାକାଲି ର ଆଶା ବାଧ୍ୟ କରେ କରିବାକୁ ପ୍ରତିକ୍ଷା, ମନ କହେ ପାଇବ, ବିବେକ କହେ , ଅସମ୍ବବ ! ତଥାପି, ଜୀବନ କହେ ! କର ପ୍ରତିକ୍ଷା , ବାକି ରହି ଯାଏ , ଖାଲି, ବଞ୍ଚିବାର ଅବଲମ୍ବନ ।
ରାମ ପ୍ରସାଦ ବିଶୋଇ , (କାଶ୍ୟପ) ରାୟଗଡ଼ା । ତା-୨୨-୦୬-୧୬ ସମୟ-ରାତ୍ର-୧୧-୦୭ ମି ।Others
- ବିରହ ଗୀତିPrabhati Mahapatra · 1 min read · 210 readsବିରହ ଗୀତିRomance
- ତରୁଣ ଗୋଷ୍ଠୀTrushna Das · 1 min read · 204 readsହେ ଆଜିର ତରୁଣ ଗୋଷ୍ଠୀ
ତୁମ ପାଇଁ କଳଙ୍କିତ ହୋଇଛି ତୁମ ବଂଶର ସଂସ୍କାର ଓ ପରମ୍ପରା ଆଜି
ବାପା ମାଆଙ୍କ ମୁଣ୍ଡ ତଳକୁ ହୋଇ ଯାଇଛି
କେମିତି ତୁମେ ପାରୁଛ ସହି।।Inspirational