English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଅଭୁଲାଦିନ
330 poems
ସ୍ମୃତି
ଶୁଭ୍ରା ସୁଚିତ୍ରା ମହାନ୍ତ · 1 min read · 64 reads
ରଙ୍ଗୀନ ଫୁଲଙ୍କ ଗହଣରେ ପକ୍ଷୀଙ୍କ ସ୍ଵର ତାଳେ ତାଳେ
Romance
ବନ୍ଧୁତ୍ୱ
Lina Mohanty · 1 min read · 369 reads
ବହୁତ ଖୋଜେ ସେ ଦିନ ଗୁଡାକ ମୁଁ ଏକା ଏକା , ହେଲେ ପାଏନି ସେଇ ସାଥୀ ହୋଇ ଖେଳିବା ପାଠ ପଢିବା ନିତିଦିନ, ଆଉ ମନେପଡେ ମୋର ତୋ ଉପରେ ସେ ଅଭିମାନ ।
Others
କିଏ ପର କିଏ ନିଜର
Ghanashyam Biswal · 1 min read · 133 reads
କେତେ ବନ୍ଧୁ କେତେ ମଇତ୍ର ଅଛନ୍ତି ଗଣି କରି ଅବା ହବକି କହି? ବିପଦେ ଆପଦେ କେହି ନ ଦିଶନ୍ତି ସ୍ୱାର୍ଥ ପାଇଁ ସିନା ସଖା ହୁଅନ୍ତି l
Abstract
ମୋ ପିଲାଦିନ
KSHIRADRI SAHU · 1 min read · 189 reads
କେମିତି ଭୁଲିବି ହୃଦୟର ସ୍ମୁୃତିକି ଅଭୁଲା ସ୍ମୃତି ସେ ଅଦ୍ଭୁତ ପ୍ରୀତି
Children
ହସ
SUSMITA MISHRA · 1 min read · 328 reads
ବହୁ ଦିନ ପରେ ଦୁଇ ସଖୀ ଭେଟ ହେଲେ କିଛି ଅଭୁଲା କଥା ପକେଇ ମନେ ହସିଥାନ୍ତି ଦୁଇ ଜଣେ ହିଃ ହିଃ ହସ ହିଃ ହିଃ ହସ।
Others
ସ୍ମୃତି
Ramakanta Behera · 1 min read · 145 reads
ସ୍ମୃତି କେବେ ସୁନେଲି ସକାଳ କଳା କିଟି ମିଟି ରାତି || ସ୍ମୃତି କେବେ ପୁରୁଣା ଦିନର ପ୍ରିୟା ଦେଇଥିବା ଚିଠି || ସ୍ମୃତି କେବେ ବରଷା ଛିଟାରେ ବହି ଆସୁଥିବା ମାଟି ||
Abstract
Loading…
Next page →