English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଅମାରାତି
422 poems
ଜହ୍ନର ଠିକଣା
Kanduri Charan Rout · 1 min read · 244 reads
ଜହ୍ନକୁ ଦେଖିବା ସପନ ମୋ ପାଇଁ ଲୁହରେ ଭିଜୁଛି ଛାତି ଏ ଜୀବନ ଏବେ ଜହର ସମାନ ସରେନି ମୋ ଅମା ରାତି
Tragedy
ଜୀବନ ସାଥୀ
Chhabi rani Pati · 1 min read · 221 reads
ନ'ଥିଲି ଯଦି ମୁଁ, ପସନ୍ଦ ତୁମର କଲ କାହିଁ ପ୍ରହସନ !! ବଞ୍ଚିତ ରଖିଲ ସେନେହରୁ ମୋତେ ବଞ୍ଚିବି କିପରି ଧନ ??
Others
ଜୟ ଜଗନ୍ନାଥ
Minakshi Samal · 1 min read · 181 reads
ହେ କଳା ଠାକୁର ପରୀକ୍ଷା ଛଳରେ ଶିଖାଉ ଜୀବନ ମନ୍ତ୍ର କଷ୍ଟ ଦେଉ ପଛେ ସଙ୍ଗେ କିନ୍ତୁ ଥାଉ ସାଜିକି ଅମୋଘ ଅସ୍ତ୍ର।
Others
ମାଣଵସା
DILIP KUMAR SAHOO · 1 min read · 169 reads
ତୁମ ସେହି ଗାଥା ଓଡିଆଣୀ ଗାଏ ମଗୁଶୁର ଗୁରୁବାରେ ନୂଆଧାନରେ ତ ମାଣବସା ଯାଏ ପ୍ରତି ଓଡ଼ିଆଙ୍କ ଘରେ
Children
ପ୍ରକୃତିର ସ୍ପର୍ଶ
Kusum Panda · 1 min read · 175 reads
ଚନ୍ଦ୍ରାଲୋକିତ ମନ ତଥା ପୂର୍ଣ୍ଣତାର ଚିହ୍ନ ଆପଣାଇଥିବା ପ୍ରୀତି ଋତୁର ଅପରାହ୍ନରେ ସଂପୂର୍ଣ୍ଣ ଭାବେ
Others
ଦୀପାବଳି
Sadananda Sahoo · 1 min read · 488 reads
ଦୀପାବଳି
Classics
Loading…
Next page →