Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଅମ୍ବିକା
8 poems
ଶୁଆଇଦେ ମା
Lina Mohanty · 1 min read · 7.1K reads
ନାହିଁ ଆଉ ଧୌର୍ଯ୍ୟ ମନରେ ମୋହର ଲୁହ ମୋ ଗଲାଣି ଶୁଖି, ମନ କରେ ମନା ଦେ ନା ଯାତନା ଥକି ଗଲାଣି ଏ ଆଖି ।।
Others
ଜଗଦମ୍ବା
Prasanta kumar Hota · 1 min read · 7.2K reads
ଜଗତର ଜନନୀ ଗୋ ମହିଷମର୍ଦ୍ଦିନୀ ମାଆ ଅଭୟଦାୟିନୀ ତୁମେ ଦୁର୍ଗତିରେ ଅଟ ସାହା ଦୁଷ୍ଟ ବିନାଶିନୀ ମାଆ ଶାନ୍ତି ପ୍ରୀତି ପ୍ରବାହିନୀ ତବାଶିଷ ଦିଅଭରି
Others
ଦ୍ବିତୀୟ ଶ୍ରୀକ୍ଷତ୍ର
Akshay Kumar Behera · 1 min read · 294 reads
ଏଇ ରଥଯାତେ ସୁଭଦ୍ରାଙ୍କ ରଥ ନାରୀ ହିଁ ଟାଣନ୍ତି ଏକା, ବଡ ବିଶେଷତ୍ବ ନାରୀ ସମ୍ମାନରେ ଜଗତକୁ ଦିଏ ଶିକ୍ଷା ।
Others
ମାଆ ଅମ୍ବିକା
Alaka Dash · 1 min read · 232 reads
ଜୀବନଟା ସାରା ଦୁଃଖ ସୁଖ ଭରା ଚାରି ପାଖେ ଘେରା ଜଂଜାଳର କାରା
Others
ମାଁ ସମଲେଇ
Abhinaba Pattniak · 1 min read · 151 reads
ହେ ମା ସମଲେଇ ତୋର ପାଦେ କରୁଛେଁ ଗୁହାରୀ ରକ୍ଷା କର ମାଗୋ ଆମର ଭାଷା ମା ସମଲେଶ୍ଵରୀ
Others
ଉତ୍କଳେ ମା' ବହୁରୂପା
KRUTIBAS NAYAK · 1 min read · 187 reads
ଆଠଗଡ଼ଠାରେ ଦକ୍ଷିଣଚଣ୍ଡୀ ମା' ଖଲିକୋଟେ ନାରାୟଣୀ, ବଡ଼ାମ୍ବାଗଡ଼ରେ ଭଟ୍ଟାରିକା ମାତା ଦକ୍ଷିଣେ ତାରାତାରିଣୀ |
Inspirational
Loading…
Next page →