StoryMirror - Read, Write, Share & Repeat- ଅଭିଷ୍ଠା ଅଳକାନନ୍ଦା । କାଶ୍ୟପ ।Ram Prasad Bisoi · 1 min read · 1.3K readsଭିଜା ମାଟିର ଗନ୍ଧ, ବର୍ଷା ର ଆହେତୁକ ପ୍ରେମ, ଅଧର ଅଧରର ସ୍ପର୍ଶ, ଏକାକାର ---------------💐 ଦୁଇଟି ଆତ୍ମା ,ଦୁଇଟି ଦେହ ଗୋଟିଏ ଝଙ୍କାର, ସ୍ବର୍ଗୀୟ ଅନୁଭୁତିର ସମ୍ଭାର, କୁହ ! ପ୍ରଜ୍ବଳିତ ବାଡ଼ବାଗ୍ନି, ଅବା ସୁପ୍ତଆଗ୍ନେୟଗିରିରୁ ବାହାରୁ ଥିବା ଉତ୍ତପ୍ତଲାଭା, ସତେ ଯେମିତି, ଆଙ୍କିଦେଵ ଶରୀରର ଅଙ୍କାବଙ୍କା ଭୁଗୋଳରେ ମୃଦୁମୃଦୁ ସ୍ପର୍ଶ, ଜଳିବନି କି ? ରାତି ! ଜଳିବନି କି ? ଜହ୍ନ ! ମହକିବ ନି କି ? ରଜନୀଗନ୍ଧା ଆଉ ଶୀତଳ ଜ୍ୟୋସ୍ତ୍ଣା, କଳ୍ପନାର ରତି,କାମ,ଶୃଙ୍ଗାର ପ୍ରକୃତି ଆଉ ପୁରୁଷ, ଶଶୀ ଓ ଶଶିକାନ୍ତ, ସୃଷ୍ଟି କରିବେ ନି କି ? ମିଛ,ମାୟା, ପାପର ତରୁଦାଳେ, ଆଉ ଏକ ଉତ୍ତର ଆଧୁନିକ ଭାଗିରଥିଙ୍କ, ଅଭିଷ୍ଠା ଅଳକାନନ୍ଦା ।
ରାମ ପ୍ରସାଦ ବିଶୋଇ । ରାୟଗଡ଼ା । ତା-୩୦-୦୪-୧୬ ସମୟ-ରାତ୍ର-୧୧ଟା ।Others
- ଆହା ମୋ' ଅଳକାନନ୍ଦାରେ.....Manoj kumar Maharana · 1 min read · 245 readsକର୍ଣ୍ଣ ତୋ' କଥା ନ' ଶୁଣିରେ,
ହୁଏ ତୋ' ସ୍ୱନକୁ' ଝୁଣିରେ ।Others
- ଅଳକାନନ୍ଦା ............ପ୍ରଶାନ୍ତ କୁମାର ବେହେରା · 1 min read · 307 readsଥର ଥର ଓଠେ ଯେବେ
ଚୁମ୍ୱଇ ତା କପୋଳ
ନୀଳ ନୀଳ ଆଖିରେ ତା
ଫୁଟେ ଶ୍ୱେତ କମଳ lRomance
- ମୋ' କାନଭାସରେ ତୁମେMr.GAGAN BIHARI NAYAK · 1 min read · 119 readsତୁମେ କି ଚପଳା ମେଘ ମେଖଳାରେ ।
ନଦୀ କି ଅଳକାନନ୍ଦା ।
ତୁମେ ଝୁମୁଥାଅ ନିଦାଘ ଛାତିରେ
ସରମୀ ଚପଳ...Fantasy
- ପୂଣ୍ୟତ୍ୱୟା ବୈତରଣୀShiba Charan Mahapatra · 2 min read · 205 readsକାହା ବଶେ ତୁ ଲୋ ଅଟକି ରହିନୁ
ସ୍ୱାଧୀନ ରାଜକନ୍ୟା ତଟିନୀ
ଲତା ଦୃମ ଗୁଳ୍ମ ସହ ଚର ତୋର
ତୋ ପ୍ରେମରେ ହେଲେ ବନ୍ଦିନୀOthers
- ଅଜଣା ସମାଧି ପରେ ଝରୁଥିବାBela Bhumi · 1 min read · 380 readsମୁଁ ଏକ ରଜନୀଗନ୍ଧା
ଅୟୁତ ସପନେ ବହିଯାଉଥିବା
ତୁମେ ସେ ଅଳକାନନ୍ଦାOthers