StoryMirror - Read, Write, Share & Repeat- ନମୋ ଲମ୍ବୋଦରାୟ ନମଃDebadatta Jena · 1 min read · 152 readsରିଦ୍ଧି, ସିଦ୍ଧି ନାଥ, ହେ ଗଣ ନାୟକ,
ଗିରି ସୂତା,ଗିରିଜା ନନ୍ଦନ,
ଦ୍ୱାପରରେ ଉମା,ହେ ଶମ୍ଭୁ ନନ୍ଦନ,Children Stories
- ଶ୍ରୀ ଗଣେଶPrafulla Chandra Mishra · 1 min read · 6.9K readsସୁନ୍ଦର ସିନ୍ଦୂର ବଦନ ତୁମର
ଫଣୀ ଭୂଷଣ
ହୁଏ ସର୍ବ ସିଦ୍ଧି ଆୟୁ,ବିଦ୍ୟା, ବୁଦ୍ଧି
କର ପ୍ରଦାନ , ବିଘ୍ନ ନାଶକ ହେ ,ବନ୍ଦେ ଗଣନାୟକ…।।Others
- ଗଣେଶ ଚତୁର୍ଥୀPrasanta kumar Hota · 1 min read · 13.9K readsତୁମେ ଗଜାନନ ତୁମର ବାହନ
ମୂଷିକରେ ଥାଉ ମତି
ଗିରୀଶ ସନ୍ତକ ହେ ବିଘ୍ନ ନାଶକ
ବିଦ୍ୟା ବୁଦ୍ଧି ହେଉ ପ୍ରାପ୍ତିOthers
- ବିଘ୍ନ ବିନାଶକ....Debabrata Jena · 1 min read · 1.2K readsପାପସଂହାରକ ଓ ସମୃଦ୍ଧିଦାୟକ
ତୁମ୍ଭେ ପ୍ରଭୁ ଗଜାନନ
ଏ ମହୀମଣ୍ଡଳେ ଆଦ୍ୟେ ପୂଜା ପାଇଁ
କରୁଛୁ ତୁମ୍ଭେ ଆହ୍ୱାନ ।।Others
- କୃପା ବାରି ଦିଅହେ ଢାଳିSivaram Thakur · 1 min read · 23 readsଗୋଉରୀ ନନ୍ଦନ ସୁଦୟା
ଥାଉ ମହୀ ମଣ୍ଡଳରେ ,
ଭକତି ଚିତ୍ତରେ ବନ୍ଦୁଛି
ପ୍ରଭୁ ତୁମରି ପୟରେ ॥Others
- ସିଦ୍ଧି ବିନାୟକସୌମ୍ଯ ରଞ୍ଜନ ମହାପାତ୍ର · 1 min read · 22 readsମାତାଙ୍କ
ଶରୀର ଜାତ ମଳିରୁ
ଗଢ଼ି ଉଠିଥିଲା ଅଙ୍ଗ ସୌଷ୍ଠବ
ଯିଏ ମାତୃ ଆଦେଶେ ପିତାଙ୍କୁ କରିଥିଲେ ପ୍ରତିରୋଧ
ଆଉ ପିତାଙ୍କ ସହ ଯୁଦ୍ଧ କରି ହୋଇଥିଲେ ଗଜାନନOthers
Loading…