StoryMirror - Read, Write, Share & Repeat- ଅନୁଭୂତି ର ଇନ୍ଦ୍ରଧନୁ 🌈Amita Dash · 1 min read · 114 readsଅନୁଭୂତି ର ଇନ୍ଦ୍ରଧନୁ 🌈Abstract
- ଦୁଷ୍ଟ ନାତିଆPurna chandra Rana · 1 min read · 348 readsଆଈ ପଛରେ ଛପିଥିଲା ନାତି
ଧରି ଯେ ଆଣିଥିଲେ ଅଜା
ନାତିଆ ପିଠିରେ ଲଗାଇଣ ତେଲ
ବଜାଇଲେ ତ ଅଜା ବାଜା ।Comedy
- ସେ ଆମ ଜେଜେSanjukta Rout · 1 min read · 279 readsଅତି ପ୍ରିୟ ତାଙ୍କ ଆମରି ଗାଆଁ
ତାଙ୍କ ପାଇଁ ପରା ବାପାଙ୍କ ନାଆଁ
ଜାଣିଛ କି ପିଲେ ତାଙ୍କରି ନାଆଁOthers
- ପାନ ପେଢ଼ି ।Ram Prasad Bisoi · 1 min read · 6.8K readsପାନ ପେଢ଼ି ।
କେତେ ଦିନ !ଏମିତି ଚୁପ ରହିବ , ଦେଖି ପାରୁଛି,ତମ ମୁଖ ମଣ୍ଡଳର ଆଭା, ସ୍ମିତି ହାସ୍ୟ, ଆଖିର ଲାଳିମା , ଦୂରେ ଥାଇ , ମନ ଗହନ କଥା, କେତେ ଦିନ ସାଇତି ରଖିବ ସନ୍ତକ ବାକ୍ସ ଆଉ ପାନ ପେଢ଼ି, ଖୋଲି ଦିଅ ପିଟରା, ସୁବାସିତ ପାନ ପତ୍ର ରେ ସିଞ୍ଚନ କର କିଛି ଗୋଲାପ ଜଳ, ଗୁଆ ଆଉ ଚୂନ, ତା ସହ କ୍ଷୀର ମିଶା ଗିଲାଖଇର , ଜଫ୍ରାନି ପତି ,ଅଳେଇଚ, ଲବଙ୍ଗ, ଦିଅ କିଛି କିସମିସ,, ନାଲି ଓଠ , ନାଲି ଜୀବହ୍ୱା ,ଖର ନିଶ୍ୱାସ ହୋଇ ଯିବନି ପ୍ରଶମିତ, ଜଳୁଥିବା ଅଗ୍ନିର ଦହନେ ତମ ଶରୀର , ପାନ ଖଣ୍ଡେ ତ , ନା ସୁନା,ରୂପ ଟଙ୍କା ,ଗହଣା, ଯେ ସରି ଯିବ , ରହି ଯିବନି ଭାବ ସାରା ଜୀବନ , ମନ ଆୟତ ଉପଶମ ଚିକିସ୍ତକ ଯେ ତୁମେ, ଖୋଲ ତୁମ ସଦା ବାହାର ପାନ ଥରେ ଦେଇ ତ ଦେଖ ମତେ ତମ ପୁରୁଣା ସନ୍ତକ ବାକ୍ସରେ ସାଇତା ଆଇମା ବୁଢ଼ୀଙ୍କ ""ପାନ ପେଢ଼ି "" ।
ରାମ ପ୍ରସାଦ ବିଶୋଇ । (କାଶ୍ୟପ) ତା-୦୪-୦୬-୧୬ ସକାଳ-୫-୫୫ ମି. ରାୟଗଡ଼ା ।Others
- ସଭିଙ୍କ ପରି ଆମେSUKANTA KHANDA · 1 min read · 177 readsଆମ ଆଈଟା ଭାରି ଭଲ
ସଦା କରନ୍ତି କେତେ ଗେଲ।୮
ଆନନ୍ଦ ଭରି ସଦା ଆମେ
ଖାଇ ଖେଳିଲୁ ନିତିଦିନେ।୯Others
- ଆଈ ନାତି ଆଳାପChinmaya Kumar Nayak · 1 min read · 222 readsଆଈ ନାତି ଆଳାପComedy
Loading…