StoryMirror - Read, Write, Share & Repeat- ଆଊ ନାହିଁ ମାନବିକତାManaswinee Dash · 1 min read · 164 readsଆଊ ନାହିଁ ମାନବିକତାTragedy
- ଆଉ ନାହିଁ ମାନବିକତାManaswinee Dash · 1 min read · 183 readsଆଉ ନାହିଁ ମାନବିକତାTragedy
- ଆଉ କିଛି ଦିନ-------------------!Ram Prasad Bisoi · 1 min read · 1.3K readsଆଉ କିଛି ଦିନ-------------------!
ସମୟ ସମୟରେ---------------! ଏମିତି ବିପରୀତ ହୋଇ ଯାଏ, କେହି ଜଣେ ପୁଣି ଆସି, ଛାତିରେ ଲେଖି ଦିଏ ତା ନାଁ-------------------! ସେ କହେ ! ଅଛି ! କବି ! ତୁମ ହୃଦୟେ ସବୁବେଳେ, ତମ ସହ----------------- କାୟା ନ ହୋଇ ବି ଛାୟା ହୋଇ, ନେଇ ଯାଅ ମତେ, ସେଇ କଳ୍ପନା ରାଇଜକୁ ପୁଣି,କଳା ମେଘ ଦେଖି , ନାଚି ଉଠିବା ଦୁହେଁ ବନ ମୟୁର ମୟୂରୀ ସାଜି କରି ସାକ୍ଷୀ ସବୁଜ ବନାନୀ ହେଉ ପଛେ ! ସେ କଳ୍ପନା , ନ ଥାଉ ସେ ଭାବ ତମ ସହ ବଞ୍ଚିବାକୁ ତ ମିଳିଯିବ ସପନରେ କିଛି ନିଶ୍ୱାସ ! ଆଉ କିଛି ଦିନ---------!
ରାମ ବିଶୋଇ (କାଶ୍ୟପ) ରାୟଗଡା । ତା-୨୬-୦୫-୧୬ ସମୟ-ସକାଳ-୧୧-୧୦ମି. ।Others
- ଜହ୍ନରାତିLiza Senapati · 1 min read · 227 readsସ୍ମୃତି ର କେଇବୁଦ୍ଦା ଝଲକ,
ଏ ଜହ୍ନ ସତରେ ଅଭୁଲା।Abstract
- ଫରକ ! କାଲି ଆଉ ଆଜି ।Ram Prasad Bisoi · 1 min read · 1.2K readsଫରକ ! କାଲି ଆଉ ଆଜି ।
ସେ ଦିନ ଥିଲାସେଥିରେ ଥିଲା ପ୍ରେମିକା ଆଉ ଆମ କଲେଜର କୁଂଜବନ,ସେଇ ସିମେଣ୍ଟ ବେଞ୍ଚ ,ଅସରନ୍ତି ଆଳାପ, ମୋର ମନେ ଅଛି, ନ ଦେଖି ସେ କଲେଜରେ ମତେ ଖୋଜି ପହଞ୍ଚି ଥିଲା ମୋ ଘରେ, ଜ୍ବରରେ ପୀଡିତ ,ଶୋଇ ଥାଏ ଖଟରେ, ବାପା ବୋଉ ଯାଇଥିଲେ ଗାଁ କୁ, ଆସି ବସିଲା ସେ ପାଖେ, ନା ଥିଲା ଆମ ପ୍ରେମରେ କିଛି ଆବିଳତା, ଦେହ ସାରା ପୋଛି ଦେଲା ମୁଣ୍ଡରେ ପଟିଦେଇ ପଡି ରହିଥିଲେ ସାରାରାତି ମୋ ପାଖରେ, ମୁଁ ଅଜଣାତ ରେ ଶୋଇ ପଡି ଥିଲି ତା କୋଳେ ସତେ ଯେମିତି ସେ ଥିଲା ମୋ ମା କୋଳ, ସକାଳୁ ଆଖି ଖୋଲି ଦେଖେ, ବୋଉ ନ ଥିଲା ଥିଲା ମୋ ପ୍ରେମିକା, ଥିଲା ସେଇ ବଛାଲ୍ୟତାର ହସ ତା ମୁଖେ ଫରକ ! ଆଜି ଏତିକି ! ବୋଉ ନାହିଁ କି ? ସେ ପ୍ରେମିକା ନାହିଁ , ଖାଲି ଅଛି, ଘରଣୀ, ତେଲ ଲୁଣର ସଂସାର, ସରିଲା ସଉଦା,ନାହିଁ ପରିବା, ଝିଅର ସ୍କୁଲ ୟୁନିଫୋର୍ମ ହେଲାଣି ଛୋଟ,ପୁଅର କଲେଜ ଫିଜ୍, ଭଙ୍ଗା ସ୍କୁଟର ମରାମତି, ଅଖିରେ ଚଷମା, ଆଉ ମୋ ଚନ୍ଦାମୁଣ୍ଡ ଘରଣୀଙ୍କ ରାତିର ଘୁଙ୍ଗୁଡ଼ି, ଆଉ ଡାକ, ହଇ କି ମ ଏଠି କିଛି କର , ତମକୁ ତ ଦେଖିଲିଣି କିଛି ପଡୁନି ଫରକ , ଫରକ ! କାଲି ଆଉ ଆଜି ।
ରାମ ପ୍ରସାଦ ବିଶୋଇ,(କାଶ୍ୟପ) ରାୟଗଡ଼ା । ତା-୨୩-୦୫-୧୬ ସମୟ-ସନ୍ଧ୍ୟା-୭-୨୦ ।Others
ପରୀ......
ପରୀ......Pramila Sahoo · 1 min read · 6.8K readsଏକା ଏକା ଜୀବନ କାଟିବାOthers
Loading…