Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଆଖିରୁ
5 poems
ଅନୁତାପ
Arendra Kumar · 1 min read · 114 reads
ଅନୁତାପ
Others
ମୁଁ
Neelima Nivedita Behera · 1 min read · 13.7K reads
ଡର ଲାଗେ ମାତୃଗର୍ଭ ହେବାକୁ ପାରି ସାହାସକୁ ମୁଠେଇ ଚାଲିଲେ ବି....
Inspirational
ଖୋଜେ କାରଣ
PRANATI MAHAPATRA · 1 min read · 247 reads
ବାପାଙ୍କ ପାଖରେ ଝିଅଙ୍କର ଅଳି ବାହାହେଉ ଅବା ନ ବାହା ହେଉ, ବାପା ବୁଝିଥାନ୍ତି ଝିଅ ମନକଥା କାହାକୁ କହିବି ବାପା ହେ ଆଉ।
Tragedy
ଆକାଶ ଝରାଉଛି ଆଖିରୁ ଲୁହ । କାଶ୍ୟପ ।
Ram Prasad Bisoi · 1 min read · 6.8K reads
ହଜିଲା ଅତୀତର ପ୍ରଥମ ପରଶ ତମେ ! ନିଜକୁ ସଜାଡି ପୁଣି ଆସି ଛିଡା ହୋଇଗଲ ମୋ ସମ୍ମନ୍ନା ରେ ଦେଖ ! ଲୁହର ଭାଷା ରେ ଲେଖି ଦେବି ତମକୁ ଏମିଟି ମୋ ବିନାି ତାକୁ ଯେମିତି ପଢି ନ ପାରିବେ କେହି, ତମ ସତ୍ତାକୁ ଏମିତି ହଜାଇ ଦିଅ ମୋ ଭିତରେ ଯେମିତି ମୁଁ ଖୋଜି ନ ପାରେ ମୋ ନିଜ କୁ । (୧) ଯେଉଁ ସନ୍ଧ୍ୟାରେ ଦେଖା ନ ମିଳେ ତମର ସେ ସନ୍ଧ୍ୟା କେବେ କଟେନି ଏବେ ତ ତମେ ମୋର ହୃଦୟର ଅବେଗରେ ରୂପାନ୍ତରିତ, ତମ ବିନା ନାହିଁ ଖାଲି ନାହିଁ ର ଜୀବନ ମୋର, ତମକୁ ଯେ ବାନ୍ଧି ରଖିଛି ମୋ ଆଖି ଭୃଳତାର ଚିରନିଦ୍ରାରେ ଯେମିତି ସେ ନିଦ୍ରା ନ ଭାଙ୍ଗୁ କେହି କେବେ କେମିତି, ତମେ ଥାଅ ସେଠି ସେମିତି ମୋ ବାଁଛିତ ଇପ୍ସିତ ବନି କଣ ବୋଲି ଡାକିବି କୁହ ! , ବେଦନା ନା ମିଠାମିଠା ଗୀତ (୨) ଶ୍ରାବଣ ତ ଆସୁ, ମେଘ ହୋଇ ବରସି ଯିବିନି ତମ ଉପରେ ସେ ବର୍ଷା ରେ ଭିଯାଇ ଦେବିନି ତମ ତନୁ ମନ ଆଉ ଯୌବନ ପୁଣି ବନି ଯିବ ନି ତମେ ! ମୋ ହଜିଲା ଅତୀତର ମଧୁସ୍ମିତା ଜୀବନର ସବୁଜିମା ଭିତରେ ପ୍ରଜାପତି ଟିଏ ହୋଇ ଉଡି ବୁଲିବ ନି ଫେରି ଚାହିଁ ତ ଦେଖ ଥରେ-----! ଆକାଶ ଝରାଉଛି ଆଖିରୁ ଲୁହ ଆକାଶଝରାଉଛି ଆଖିରୁ ଲୁହ(୩) ରାମ ପ୍ରସାଦ ବିଶୋଇ । ତା-୨୯-୦୪-୧୬ ସମୟ ସକାଳ-୭-୦୧ ମିନିଟ ରାୟଗଡ଼ା ।
Others
ପ୍ରେମର କଷ୍ଟ
Sameer Kanhar · 1 min read · 364 reads
ପ୍ରେମର କଷ୍ଟ
Abstract