StoryMirror - Read, Write, Share & Repeat- ଆଧୁନିକ ସଭ୍ୟତାKarunakar Das · 1 min read · 254 readsଅଫିସ କଲେଜ ରାସ୍ତା ଘାଟରେ
କରିଲତୁମେ ପ୍ରେମ
ଧିକ ଆମର ଶିକ୍ଷା ସଭ୍ୟତାClassics
- ଦୋଛକିPuspanjali Panda · 1 min read · 220 readsପଖାଳ କଂସା ରେ ଆମ୍ବ କଷି ବାସ୍ନା
ଥରୁଟେ ଦେଖା ମିଳୁନି
ଗାଁରୁ ସହର ସହରରୁ ଗାଁ
ଜୀବଣ ଫେଣ୍ଟି ହେଲାଣି ।Abstract
- ଏଣୁତେଣୁ -୨୦୧୭(୧୧)Neelima Nivedita Behera · 1 min read · 1.2K readsନା ବନ୍ଦ ହେବ
କେଉଁଠି ଗୋଟାଏ ପହଞ୍ଚିବା ଉଦେଶ୍ୟରେ
ଚାଲୁଥିବା ପଥଚାରୀଙ୍କ ପ୍ରତିଯୋଗୀତା ?#Romance
- ଆସ ହେବ ରାଜରାଣୀKulamani Sarangi · 1 min read · 6.7K readsଆସ ହେବ ରାଜରାଣୀ .............................. ବିଦାୟ ବେଳରେ ଅଶ୍ରୁଳ ଆଖିରେ କହନ୍ତି ମୁରଲୀ ପାଣି ସଙ୍ଗେଆସ ରାଧେ ମଥୁରା କଟକେ ହେବ ମୋର ରାଜ ରାଣୀ।୧। ଶୁଖିଲା ଚେନାଏ ହସକୁ ଫୁଟାଇ ଅଞ୍ଚଳରେ ପୋଛି ଲୁହ, କହନ୍ତି ରାଧିକା"ତୁମେ ରଜାପୁଅ ମୁଁ ପରା ଗଉଡ ଝିଅ।୨। ଇଚ୍ଛା ନାହିଁ ମୋର ମଥୁରା କଟକେ ହେବାପାଇଁ ରାଜରାଣୀ, ରାଜକାର୍ଯ୍ୟେ ମଜ୍ଜି ମତେ ନଚାହିଁଲେ ବଂଚିକି ପାରିବି ପୁଣି?।୩। ଛନ୍ଦାଚରଣ ହେ କୁଞ୍ଜଦ୍ବାରେ ତୁମ ରାଧିକାମୋହନ ବେଶ, ଦେଖିବାକୁ ପାଇବିନି ମଥୁରାକୁ ଗଲେ ହେ ଯାଦବ ଈଶ।୪। ମସ୍ତକରେ ତୁମ ଥିବ ରାଜଦଣ୍ଡ ନଥିବ ମୟୂର ଚୁଳ, ଆସଗୋ ରାଧିକେ ବୋଲି ବଂଶୀସୁରେ ଡାକିବା ନଥିବ ବେଳ।୫। କୁଞ୍ଜ ତମାଳରେ ଯମୁନା ବାଲିରେ ରଚୁଥିଲ ଯେଉଁ ରାସ, ମଥୁରା କଟକେ ସେ ସବୁ ସପନ ହେବହେ ରାଧିକା ଈଶ।୬। ଦେଖି ପାରିବିନି ସହି ପାରିବିନି ତୁମକୁ ନୂଆ ରୂପରେ, ଶ୍ରେୟ ତାହାଠାରୁ ବଂଚିବା ଜୀବନେ ତୁମ ସ୍ମୃତି ସପନରେ।୭। ତୁମ ସ୍ମୃତି ଖୋଜି ବୁଲିବି ମୁଁ ଏଠି ଯମୁନାକୂଳ କାନନେ, ଚାହିଁ ତୁମପଥ ଘୂରି ବୁଲୁଥିବି ତମାଳ କୁଞ୍ଜେ ବିପିନେ।୮। ସେ ପ୍ରତୀକ୍ଷା ମୋର ପରିଚୟ କାହ୍ନା ସେଯନ୍ତ୍ରଣା ମୋ ଜୀବନ ମଥୁରାର ରାଣୀ ହେବାଠାରୁ ତାହା ଶ୍ରେୟ ମୋ ସହସ୍ର ଗୁଣ।୯।
କୁଳମଣି ଷଡଙ୍ଗୀ ବିଦ୍ୟା ନଗରୀ ଖଣ୍ଡପଡାOthers
- ଅସିମତା କଣ ? ଦୁର୍ଲଭ !Ram Prasad Bisoi · 1 min read · 1.3K reads
ଅସିମତା କଣ ? ଦୁର୍ଲଭ !
ଆଶା------------------------! ଭୋକର ଆଶା ଗଣ୍ଡାଏ ଭାତ, ଦେହର ଆଶା ଖଣ୍ଡିଏ ଲୁଗା, ମୁଣ୍ଡର ଆଶା ଗୋଟିଏ ଛାତ, ଜୀବନର ଆଶା ବଞ୍ଚିବାର ମାଧ୍ୟମ, ଜୀବିକାର ଆଶା ପରିବାର,, ପରିବାର ଆଶା ସୁଖ, ସୁଖ ର ଆଶା ସମୃଦ୍ଧି ।
ସବୁ ତ ବ୍ୟକ୍ତି କେନ୍ଦ୍ରୀକ, ସାମୁହିକ ଚିନ୍ତନ କାହିଁ ? ପଶୁ ତ ବଞ୍ଚେ ନିଜ ପାଇଁ, ମଣିଷ ! ପଶୁର ଫରକ କଣ ? ଖାଲି ; ଦୁଇଟି ଯୋନିର କାମନାର ପ୍ରତୀକ ! ସୃଷ୍ଠି ପଛରେ ସୃଷ୍ଟିକର୍ତ୍ତାଙ୍କ ଆଶା ଏକ ପ୍ରଶ୍ନର ସୀମିତ ଉତ୍ତର, ଆଶା ହିଁ ଜୀବନ ଜୀବନ ହିଁ ଆଶା ମର୍ତ୍ୟୁ କଣ ? ଉତ୍ତର ଏ ଆଶାର , ଆଶା ବନାମ ମୋହ , ମୋହ ବନାମ ସଂସାର, ଅସିମତା କଣ ? ଦୁର୍ଳଭ୍ୟ ।
ରାମ ପ୍ରସାଦ ବିଶୋଇ (କାଶ୍ୟପ) ସମୟ-ରାତ୍ର-୧୧-୩୭ ମିନିଟ ତା-୨୪-୦୫-୧୬, ରାୟଗଡ଼ା । ବିଶେଷ ଅନୁରୋଧ-- ଖୋଜନ୍ତୁ ଆସିମତା ପ୍ରାଚୁର୍ଯାତା ଭରା ଜୀବନ ଆପଣଙ୍କ ପ୍ରତିକ୍ଷା କରୁଛି ।
Others
- ଜୀବନର ପ୍ରଶ୍ନ Indrabadal Mohanty · 1 min read · 1.5K readsଜୀବନର ପ୍ରଶ୍ନ Inspirational
Loading…