Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଆଗୁଆ
5 poems
ଆସିଲାଦୀପାଳି ( ଆ-ଲା ଅନୁପ୍ରାସ )
Jagannath Barik · 1 min read · 539 reads
ଆଡମ୍ବରେ ନୋହୁ ନିରାଡ଼ମ୍ବରରେ ଆମର ପରବ ବଢ଼ିଲା ଆରତତ୍ରାଣଙ୍କ ଶରଣ ମାତ୍ରକ ଆଡ଼ବାୟା ଜଗା ଲୋଡ଼ିଲା
Classics
ଆମରି ଗାଆଁର ବୁଦ୍ଧିଆ
Chinmay Behera · 1 min read · 223 reads
ନୁହେଁ ସିଏ ଧଡ଼ ଧଡ଼ିଆ ଗଛ ଚଢା ଠାରୁ କୂଅ ଖୋଳାଯାଏ ସବୁଥିରେ ପରା ଆଗୁଆ । ଦେଖିବାକୁ ଗାଢ଼ କାଳିଆ ତା ନାଁ ଧରିଲେ ଛୋଟ ଛୁଆ ସବୁ ଭୟରେ ହୁଅନ୍ତି ଛାନିଆ ।
Inspirational
ବିପତ୍ତିକୁ କରିବା ନାଶ ଆଗୁଆ ହୋଇ
Chittaranjan Nanda · 1 min read · 283 reads
କହୁଛ ତୁମେ ମଣିଷ ବହୁ ଜ୍ଞାନୀ କରୁଛ କାହିଁକି ପାପ ନିଜ ପାଇଁ ନିଜେ ବଇରୀ ସାଜୁଛ ଭୋଗିବ ପ୍ରକୃତିର ଶାପ
Children Stories
ଆମେ ଓଡ଼ିଆ ଭାରି ଆଗୁଆ
KRUTIBAS NAYAK · 1 min read · 210 reads
ଆଶାରାମ ବାବା ହାର ମାନିଯିବେ ଅଛନ୍ତି ସାରଥୀ-ସୁର, ରାମ ରହିମ ବି ଡରିଯିବ ସତେ ଦେଖି ଆମ ଗ୍ୟାଙ୍ଗଷ୍ଟାର |
Comedy
ଅତୃପ୍ତ ଆତ୍ମା
Mahendra Kumar Swain · 1 min read · 374 reads
ଭେଣ୍ଡା ବୟସରେ ମରଣ ଯେ ହେଲା ବିଧିର ବିଧାନ ଥିଲା କେତେ ସ୍ୱପ୍ନ ସିଏ ନିଜ ପାଇଁ ତାର ଆଗୁଆ ସେ ଦେଖିଥିଲା
Tragedy