StoryMirror - Read, Write, Share & Repeat- ଶିବବଳରାମ ବାରିକ · 1 min read · 6.9K readsସେ ତପେ ବର ଦେବେ କୋପରରେ ବର ।
ଆଶୁତୋଷ ସେ ,ଆଦି ଯୋଗୀ ସେ ,ସେହିଁ ଦିଗମ୍ବର ।Others
- କଣ୍ଢେଇSumanKalyan Dash · 1 min read · 539 readsଭୋକିଲା ପେଟ ବି
ଶୈଶବକୁ ଜୀଇଁବାକୁ ଚାହୁଁଥିଲା
ହେଲେ ଆଦି ବୁଝିନଥିଲା
ଦୁଇପଦ ଗାଲି ଦେଇ ସେଠୁ ଚାଲିଗଲା।Thriller
- କଳୁଷିତ : ଓଁ-କାରNayana Kumar Mohanta · 1 min read · 154 readsକୋମଳ-ଶିଶୁ'ର କ୍ରଂଦନରେ
ଖୀର'ଭରା-ସ୍ତନା ମାଆ'ର-
ଧର୍ଷିତା ଉଲଂଗ-ଦେହ'ରେ,
ଓଁ-କାର-Others
- ଜଣାଣArjun Sahu · 1 min read · 282 readsଜଣାଣClassics
- ନିଶାSusanta Dash · 1 min read · 6.7K readsବଞ୍ଚିବା ବଞ୍ଚାଇବା ମ୍ର ନିଶା...Inspirational
- ଆଦି ବ୍ରହ୍ମ ଯୋଗମାୟା । କାଶ୍ୟପ ।Ram Prasad Bisoi · 1 min read · 6.8K reads
ଶୂନ୍ୟ ଆକାଶରେ ଝୁଲୁଛି ତୃଶଙ୍କୁ ଭଳି ଆଜିର ଯାନ୍ତ୍ରିକ ଜୀବନ ନେଇ ମନେ ଅଭିଳାଷ ସହ ଶରୀରେ ଯିବାକୁ କୋଇଲି ବୈକୁଣ୍ଠ,। (୧)
କିଛି ପ୍ରିତିର ପରଶ , ଭାବର ବନ୍ଧନ ତ ଅନେକ ଲାଗୁଛି ଖାଲି ବଞ୍ଚି ଚାଲିବା ଏକ ନାଟକ, କିଛି ଛାଡି ଯିବା,,କିଛି ବାଣ୍ଟି ଯିବା କିଛି ସ୍ମୃତି ରେ ବଞ୍ଚି ରହିବା ଯଦି ଜୀବନର ପରିଭାଷା , କିଏ ! ଅଟକାଉଛି ଖୋଜିବାକୁ, ଜନ୍ମ ,ଦୁଃଖ,ଜରା, ମୃତ୍ୟୁବିହୀନ,ମୋକ୍ଷ ଆଉ ସ୍ବର୍ଗଦ୍ବାର । (୨)
ଜଠର ଯାହାର ରକ୍ତ ବୀର୍ଯ୍ୟରେ ସୃଷ୍ଟି ପ୍ରକୃତି ଆଉ ପୁରୁଷ ଯାହାର ମାୟା ଈଶ୍ୱରଙ୍କୁବି ଅଗୋଚର, କିଏ ? ସେ ,ନାରୀ, ଭଗ୍ନି,ଦୁହିତା,ଶଯ୍ୟାସଙ୍ଗିନୀ, ପତ୍ନୀ, ମାତା ମମତାମୟୀ, ମାୟା ଅବା ଯୋଗମାୟା, ରତିପ୍ରିୟାଉର୍ବଶୀ ବିଶ୍ଵାମିତ୍ରଙ୍କ ତୋପୋକଳ୍ପ ମେନକା, ସୃଷ୍ଠି ହେବ କି ? ଆଧୁନିକ ଶକୁନ୍ତଳା, ରଚିତ ହେବ କି ? ଅଭିନବ ମହାଭାରତ ଅନ୍ୟ ଏକ ଯୁଗଉପଯୋଗୀ ଧର୍ମୀ ଗୀତା ସାର କିଏ ? ସେ ପ୍ରକୃତି ,ସୃଷ୍ଟିର ଜଠର , କିଏ ? ସେ ମମତାମୟୀ ନୂତନ ସୃଷ୍ଟିର ଆଧାର ଆଦି ବ୍ରହ୍ମ ଯୋଗମାୟା । (୩)
ରାମ ପ୍ରସାଦ ବିଶୋଇ । ତା-୦୮-୦୬-୧୬, ସମୟ-ସକାଳ-୮-୧୨ମିନିଟ , ରାୟଗଡ଼ା ।
Others
Loading…