Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
#ଆସ
25 poems
ଏମିିତି ଆସ
Deba Prasad Panda · 1 min read · 7K reads
ଏମିିତି ଆସ
Others
ବୃକ୍ଷରୋପଣ
Mamata kumari Behura · 1 min read · 126 reads
ବୃକ୍ଷରୋପଣ
Others
ଆସ ବସିବା ମକର
Suresh chandra Padhy · 1 min read · 234 reads
ଆସ ବସିବା ମକର
Classics
ପ୍ରୟାସ - ନୂଆ ଏକ ଜୀବନର
Sasmita Acharya · 1 min read · 6.7K reads
ଯୋଉଠି ଥିବ ଖାଲି ବିଶ୍ବାସ ସ୍ନେହ ପ୍ରେମ ନ ଥିବ କିଛି ଅବିଶ୍ବାସ ପ୍ରାପ୍ତି ଅପ୍ରାପ୍ତିର ଅବଶୋଶ
Others
ଆସ ହେବ ରାଜରାଣୀ
Kulamani Sarangi · 1 min read · 6.7K reads
ଆସ ହେବ ରାଜରାଣୀ .............................. ବିଦାୟ ବେଳରେ ଅଶ୍ରୁଳ ଆଖିରେ କହନ୍ତି ମୁରଲୀ ପାଣି ସଙ୍ଗେଆସ ରାଧେ ମଥୁରା କଟକେ ହେବ ମୋର ରାଜ ରାଣୀ।୧। ଶୁଖିଲା ଚେନାଏ ହସକୁ ଫୁଟାଇ ଅଞ୍ଚଳରେ ପୋଛି ଲୁହ, କହନ୍ତି ରାଧିକା"ତୁମେ ରଜାପୁଅ ମୁଁ ପରା ଗଉଡ ଝିଅ।୨। ଇଚ୍ଛା ନାହିଁ ମୋର ମଥୁରା କଟକେ ହେବାପାଇଁ ରାଜରାଣୀ, ରାଜକାର୍ଯ୍ୟେ ମଜ୍ଜି ମତେ ନଚାହିଁଲେ ବଂଚିକି ପାରିବି ପୁଣି?।୩। ଛନ୍ଦାଚରଣ ହେ କୁଞ୍ଜଦ୍ବାରେ ତୁମ ରାଧିକାମୋହନ ବେଶ, ଦେଖିବାକୁ ପାଇବିନି ମଥୁରାକୁ ଗଲେ ହେ ଯାଦବ ଈଶ।୪। ମସ୍ତକରେ ତୁମ ଥିବ ରାଜଦଣ୍ଡ ନଥିବ ମୟୂର ଚୁଳ, ଆସଗୋ ରାଧିକେ ବୋଲି ବଂଶୀସୁରେ ଡାକିବା ନଥିବ ବେଳ।୫। କୁଞ୍ଜ ତମାଳରେ ଯମୁନା ବାଲିରେ ରଚୁଥିଲ ଯେଉଁ ରାସ, ମଥୁରା କଟକେ ସେ ସବୁ ସପନ ହେବହେ ରାଧିକା ଈଶ।୬। ଦେଖି ପାରିବିନି ସହି ପାରିବିନି ତୁମକୁ ନୂଆ ରୂପରେ, ଶ୍ରେୟ ତାହାଠାରୁ ବଂଚିବା ଜୀବନେ ତୁମ ସ୍ମୃତି ସପନରେ।୭। ତୁମ ସ୍ମୃତି ଖୋଜି ବୁଲିବି ମୁଁ ଏଠି ଯମୁନାକୂଳ କାନନେ, ଚାହିଁ ତୁମପଥ ଘୂରି ବୁଲୁଥିବି ତମାଳ କୁଞ୍ଜେ ବିପିନେ।୮। ସେ ପ୍ରତୀକ୍ଷା ମୋର ପରିଚୟ କାହ୍ନା ସେଯନ୍ତ୍ରଣା ମୋ ଜୀବନ ମଥୁରାର ରାଣୀ ହେବାଠାରୁ ତାହା ଶ୍ରେୟ ମୋ ସହସ୍ର ଗୁଣ।୯। କୁଳମଣି ଷଡଙ୍ଗୀ ବିଦ୍ୟା ନଗରୀ ଖଣ୍ଡପଡା
Others
ତୁମେ
Bikash Sahu · 1 min read · 1.3K reads
ଅନୁଭବ କରୁଥିବି ଆମ ପ୍ରୀତିର ମତୁଆଲା ରଙ୍ଗରେ ଫଗୁଣର ହୋଲି ଖେଳିବାକୁ ।
Romance
Loading…
Next page →