English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଇଂରାଜୀଭାଷା
356 poems
ନିଷ୍ପତ୍ତି
Smruti sagarika Mohanty · 1 min read · 104 reads
ମୋତେ ଭାବନା ରାଜ୍ୟକୁ ଆକର୍ଷିତ କରେ ଇଂରାଜୀ ତ ପ୍ରତି ମୁହୂର୍ତ୍ତରେ କନ୍ଦାଏ
Others
ଭାଷାପ୍ରୀତି
JitendraNath Gahir · 1 min read · 6.9K reads
ଅଭିଳାଷ ତୋର ଆକାଶ ରେ ଯିବୁ ଉଡି ମାଁ ଥାଉ ଥାଉ ଅନାଥ ଆଜି ତୁ କି ହେଲାରେ ସତେ ଏତେ ଡିଗ୍ରୀ ଥିଲେ ପଢ଼ି ।
Inspirational
ଓଡ଼ିଆ ପୁଅ ମୁହିଁ
Sujit Muna · 1 min read · 218 reads
ଇଂରେଜ ନାହିଁ ଗୋଲାମ, କିମ୍ ପାଇଁ ଗୌଣ ହେଉ ଇଂରାଜୀ ସର୍ବସ୍ବ ହେଉ ଓଡ଼ିଆ ମୋହରି
Inspirational
ମୁଁ - ଓଡିଆ
Ranjit pal · 1 min read · 301 reads
ସଭାରେ ଭାଷଣ ଦିଏ ପ୍ରତିଦିନ ଭାଷାର ଉନ୍ନତି ପାଇଁ ବ୍ୟବହାର ବେଳେ ଭୁଲିଯାଇଥାଏ ମନେ କିଛି ରହେ ନାହିଁ
Inspirational
ଗାଥା
Balaram Barik · 1 min read · 247 reads
ଜାତି ପ୍ରେମ ଯୁଦ୍ଧେ ଲଢ଼ିଣ ସେମାନେ ଚାଲି ଗଲେଣି ଆରପାରି । ତୋ ଭାଷା ସାହିତ୍ୟକୁ ସମ୍ମାନ ନଦେଇ କହୁଛୁ ଆଇ ଆମ ସରି। ଇଂରାଜୀ ଖାଉଛୁ ଇଂରାଜୀ ପିଉଛୁ ଇଂରାଜୀ ଯାଉଛୁ ଚରି।
Inspirational
ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ
DR SAMIR RANJAN BEHERA · 1 min read · 144 reads
ଧୀରେ ଧୀରେ ଆମ ଓଡ଼ିଆ ଜାତି ମାତୃଭାଷା ଭୁଲିଯାଉଛନ୍ତି ବାଟରେ ଘାଟରେ ଇଂରାଜୀ କହି ଗର୍ବରେ ଛାତି ଫୁଲୋଉଛନ୍ତି
Inspirational
Loading…
Next page →