StoryMirror - Read, Write, Share & Repeatଉତ୍କଳ ଜନନୀ
ଉତ୍କଳ ଜନନୀArun Kumar Mitra · 2 min read · 6.6K readsଧନ୍ୟ ମମ କର୍ମ ଭୂମି, ତବ ଶ୍ରୀ ଚରଣ ତୁମ୍ବି
ଉତ୍କଳ ମାତେ, କୋଟିଏ ପ୍ରଣାମ
ଆଶ୍ରିତ ମା’ ତବ କ୍ରୋଡେ
ବାନ୍ଧ ମାତ ସ୍ନେହ ଡୋରେ
ଜାଣେ ମା’ ଉଦାର ତବ ଧାମ ॥Others- ଉତ୍କଳ ଦିବସJagan Pal · 1 min read · 273 readsକଟକ ହୋଇଲା ଆମ ରାଜଧାନୀClassics
- ଜନନୀSujat Kumar Sahoo · 1 min read · 14.6K readsତୁହି ଜନନୀ ଉତ୍କଳ ଭୂମିInspirational
- ଉତ୍କଳ ଦିବସ ଅଭିନନ୍ଦନChittaranjan Lenka · 1 min read · 6.7K readsନିଜ ସ୍ୱାର୍ଥ ପାଇଁ ଭୁଲିଅଛ ସିନାInspirational
- ଓଡିଆ ମୋ ମାତୃଭାଷାMinakshi Samal · 1 min read · 172 readsଓଡିଆ ଭାଷାକୁ ସମୃଦ୍ଧ କରିବା
ପାଇଁକି ନେଉଛି ପଣ
ଲେଖନୀ ମୁନ ମୋ ଚାଲୁଥାଉ ସଦା
ଗାଇ ଓଡିଶାର ଗୁଣ।Inspirational
- ବନ୍ଦେ ଉତ୍କଳ ଜନନୀଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 7.1K readsକବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,
ଭୁବନ ବିଘୋଷିତ-କୀର୍ତ୍ତି ଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ, ଚିର ଶରଣ୍ୟେ,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ....Classics
Loading…