English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଏନ୍ତୁଡିଶାଳ
7 poems
ମାଆ ତୁମେ ମହିୟସୀ
Anup Kumar Dalabehera · 1 min read · 6.9K reads
ସବୁ ଦେବାଦେବୀ ତୋ ପାଖେ ମିଳନ୍ତି କୋଉଠି ଖୋଜିବା କହୁନ ଆଉ ତାଠାରୁ ଆରମ୍ଭ ହୋଇଛି ଦୁନିଆ ତା ପାଖରେ ଶେଷ ହୋଇ ମୋ ଯାଉ।
Inspirational
ନିଆଁ
Biswanath Nayak · 1 min read · 314 reads
ଲଗେଇଛି ଯିଏ ମରମରେ ନିଆଁ ସେକଥା ତ ଜାଣେ ମନ, କେବଳ ତାହାର ଟିକିଏ ହସରେ ସେ ନିଆଁ ହେବ ଚନ୍ଦନ।
Others
ଅଚିହ୍ନା ପଥିକ
Rasmita Hembram · 1 min read · 463 reads
ବଡ ଯେବେ ହେଲି ଜ୍ଞାନ ମୁଁ ପାଇଲି ଦୁନିଆ ଚେତନେ ଦେଖିଲି ,
Inspirational
ମୋ ଏନ୍ତୁଡିଶାଳ
baijayantimala rout · 1 min read · 307 reads
ମାଆଙ୍କର ସ୍ନେହ ବାପାଙ୍କ ଆଦର ସେଇ ଘର ସ୍ବର୍ଗ ଥିଲା, ଜେଜେମା କାହାଣୀ ଜେଜେଙ୍କର ସ୍ନେହ ମନ ମୋର ନେଇଗଲା
Others
ଜୀବନ ଚକ୍ର
DR SAMIR KUMAR NANDA · 1 min read · 149 reads
ବାର୍ଦ୍ଧକ୍ୟର ଆଗମନେ ରୋଗ ବଇରାଗର ପହରା ମଧ୍ୟରେ ଅବା ଛିଣ୍ଡା କୋତରା ବିଛଣା ଉପରେ
Inspirational
ନିଜର ତୁ ଭାରି ନିଜର
DILIP KUMAR SAHOO · 1 min read · 167 reads
ଭକତର ଦୁଃଖ ଭକତର ଭୋକ ସହଜେ ପାରୁତୁ ବୁଝି ପତିତ ଜନଙ୍କୁ ଦେବାକୁ ଦର୍ଶନ
Classics
Loading…
Next page →