English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#କଅଁଳିଆଖରା
178 poems
ଶୀତ ଲାଗେ ହିତ
Prasanna Kumar Madala · 1 min read · 168 reads
କୁହୁକ ପରଶେ ଅତୀବ ହରଷେ ଶିହରେ କୁସୁମ ଦଳ ଛୁଇଁ ଡିମ୍ବକୋଷେ ମଧୁ ପିଇ ପୋଷେ ପତଙ୍ଗେ ବି ଟଳମଳ ।
Others
ଶୀତ ସକାଳ
Kishore Nayak · 1 min read · 218 reads
ଶୀତ ସକାଳର ରବି କିରଣରେ ଥଣ୍ଡା କାଶ ସବୁ ହୁଏ ଦୂରୀଭୂତ ସଅଳ ପଡିଲେ ଶରୀର ଉପରେ ll
Children
ଶୀତ ଗୀତ
ପ୍ରିୟଦର୍ଶିନୀ ମହାନ୍ତି · 1 min read · 216 reads
ଶୀତ ସକାଳର ଶୀତଳ ପରସେ ଶିତଳତା ଯାଏ ଖେଳି, ସୂର୍ଯ୍ୟର ତିର୍ଯ୍ୟକ କିରଣ ଧରାରେ ଖେଳୁଥାଏ ଲୁଚକାଳି ।
Others
ଭାରି ଭଲଲାଗେ
ଓଡ଼ିଆ ଗଳ୍ପ ଓ କବିତା - ୨ · 1 min read · 6.8K reads
ଭାରି ଭଲଲାଗେ ମୋର ଗାଆଁ ମତେ ଯୋଉଠି ମୁଁ ଜନମିଛି , ଭାରି ଭଲଲାଗେ ମୋର ମାଆ ମତେ କଥା ଯିଏ ଶିଖେଇଛି ।
Classics
ମଣ୍ଡାପିଠା
Basanti Parida · 1 min read · 325 reads
ରାତି ପାହିଲା ସକାଳ ହେଲା ଚାଦର ଘୋଡ଼ାଇ ମଣ୍ଡାପିଠା ଖାଇ ଖୁସି ରେ ମନ ଖୋଜୁଥାଏ କଅଁଳିଆ ଖରା ଶୀତ
Abstract
ପ୍ରୟତମା
PrasannaKumar Das · 1 min read · 244 reads
ପ୍ରୟତମା
Abstract
Loading…
Next page →