English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#କଡାନିଘା
8 poems
ବେଡି
Anasuya Panda · 1 min read · 143 reads
କାରଣ, ସେ ଝିଅଟି ଏ, ନାରୀ ଟି ଏ, ଏ ବେଡି ତା ପାଦ ରେ କାଲି ବି ଥିଲା, ଆଜିବି ଅଛି, ଆଉ ରହିଥିବ, ତା ଇଛା ବିରୁଦ୍ଧରେ l
Others
ବିରହାଘାତ
Prasanta kumar Hota · 1 min read · 6.3K reads
କାହିଁକି କେଜାଣି ତୋପାଇଁ ଝୁରୁଛି ତୁବା କିଏ ମୋର ପାଇଁ ଅକୁହା କୋହରେ ହୃଦୟ ଭରିଛି ତୋର ଟିକେ ନିଘା ନାହିଁ
Others
ବାପା ତୁମ ଅତିବାହିତ ଅତୀତ
Writer Roja Panda · 1 min read · 13.7K reads
ସାରାଦିନ କରି କାମ ସନ୍ଧ୍ୟାରେ ତମେ ଆଣୁଥିଲ ମଜୁରି ସେଇଥିପାଇଁ ପରା ଘରେ ଦୁଇ ଓଳି ଦୁଇ ମୁଠା ଖାଇବା ପ୍ରସ୍ତୁତ ପାଇଁ ଜଳୁଥିଲା ଆମ ଚୁଲି
Inspirational
ଗାଁ କନିଆଁ
ଗାଁ କନିଆଁ
Prasanna Kumar Madala · 1 min read · 6.9K reads
ଆଜିଦିନେ ମହୁ ଆଉ ଭଲ ମିଳୁନାହିଁ କଡା ବାଘମହୁ ଟିକେ ରଖିଥିବୁ ମୋପାଇଁ ।
Romance
ଛୋଟ ପିଲା
Sambit Srikumar · 1 min read · 110 reads
ଖାଇଲା କେତେ ମାଡ଼ ଗାଳି ମୁହଁରେ ତାର ବୋଳା ହେଲା କାଳି ବସିଲା ବିଚରା ମନକୁ ମାରି! ଜାତିକୁ ରେ ବିକିଲେ ମାନ ଲୁଟି ନେଲେ ମର୍ଯ୍ୟାଦାକୁ କଲେ ସହିତ ଖେଳିଲେ
Inspirational
ଆଜି ଶ୍ରୀ ଗଣେଶ ପୂଜା
BULU BEHERA · 1 min read · 138 reads
ଯେତେ କଷ୍ଟ ହେଲେ ହେଉ ପଛକେ ସଭିଏଁ ଉପବାସ ଯେ ରହିବା, ନିଘା, ନିଷ୍ଠା ଭାବ
Classics
Loading…
Next page →