Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#କଳାବଦନ
8 poems
ଏଇ ଅଳି ତୁମ ପାଶେ
Madhusmita Prusty · 1 min read · 371 reads
ସାଦରେ ପାଛୋଟି ନେବୁରେ କାଳିଆ ରହିଲା ତୋତେ ମୋ ରାଣ, ଦାସିଟିଏ କରି ରଖିବୁ ପାଖରେ ତୋ ପଦେ ନେଲି ଶରଣ
Abstract
କି ଲାଭ ପାରିବି ପାଇ
Prasanna Kumar Madala · 1 min read · 269 reads
କେଡ଼େ ଅଲାଜୁକ ହେଲ କଳାମୁଖ ଶ୍ରୀମତୀ-ମନ୍ଦିରେ ଥାଇ ତାଙ୍କୁ ରଖି ଦୂରେ ସଙ୍ଗତେ ସେ' ପୁରେ ରଖିଛ ଭଉଣୀ ଭାଇ
Inspirational
କଳାବଦନ
Chittaranjan Lenka · 1 min read · 1.1K reads
ସେ ଭଳିଆ ଭାଗ୍ୟ ହେବକି ମୋହର କହରେ କଳାବଦନ ଉଦ୍ଧରିବି ଏହି ମଣିଷ ଜନ୍ମରୁ ତୋ ପାଦରେ ହେବି ଲୀନ
Others
ସପନ ମୋ ସତ ହେବ
Sandhyarani dash · 1 min read · 414 reads
ଧାଇଁ ଯାଇଥିଲି ସୁଖ ଟିକେ ପାଇଁ ଦୁଃଖ ତ ଅଜାଡ଼ି ଦେଲୁ, ନିଜର ଭାବିକି କୋଳେଇ ନେଲୁନି ତୋ ଠାରୁ ଦୂରେଇ ଦେଲୁ।
Others
ମୋ କଳାବଦନ
pranati Mahapatra · 1 min read · 353 reads
ଦେଖିବାକୁ ମନ ହୁଏ ମୋ ଉଛନ୍ନ ଆହେ ମୋ କଳାବଦନ।
Inspirational
ଚକାନୟନ ମୋ କଳାବଦନ
Bijay Prusty · 1 min read · 120 reads
ଜୀବନ ନଈଟା ଜୁଆରିଆ ଭାରି ସେ ନଈରେ ପରା ତୁ ନାଉରୀ ଭରସାରେ ତୋର ବାଟ ମୁଁ ଚାଲୁଛି ତୋ ବିନା ନଈ କେ କରିବ ପାରି I
Others
Loading…
Next page →