Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#କାକଳି
15 poems
ସନ୍ତୋଷେ ସନ୍ତୋଷ ବିଭୁଙ୍କ ଶରଣ ଗଲା
Santosh Pattnayak · 1 min read · 6.5K reads
ମଥାନ ଉପରୁ କାକ ରାବ ଶୁଣି କୁନାଟା ନିଦରୁ ଉଠିଲା ସେ'ମୁଣ୍ଡ ମନ୍ଦିରୁ ଘଣ୍ଟଘଣ୍ଟା ଶବ୍ଦେ ଭଜନ ଗାନ ଶୁଭିଲା ।।
Others
ଗୁମୁରି
Shashanka sekhar Ray · 2 min read · 4.7K reads
କାର୍ତ୍ତିକରେ ହବିଷ ଅନ୍ନ ବୋଇତ ବନ୍ଦାଣ ରଜଦୋଳି ରଙ୍ଗଅଭିରର ମେଲଣ ଓଡିଆ ପୁଅ ବୋଲି ଗର୍ବକରୁଥାଏ ମୋ ମନ
Others
କବିତା ମୁଁ ତୁମ ପାଇଁ
padmaja pati · 1 min read · 44 reads
ଦେବ,ମାନବର କଳପନା ତୁମେ କୋଟି ଜନ ମନ ଅଳି ପ୍ରତି ହୃଦୟରେ ତୋଳେ ମୁଁ ମୂର୍ଚ୍ଛନା ଆଶାର ଆଲୋକ ଜାଳି
Others
ନୂତନ ପୃଥିବୀ
Chttaranjan Parida · 1 min read · 11.6K reads
ଅର୍ହନୀଶ କର୍ମବ୍ୟସ୍ତ ଧରାପୃଷ୍ଠ ଆଜି ଶାନ୍ତ ନୀରବ । ଶୁଭୁନି ଜନସମୁଦ୍ରର ଘୋ ଘୋ ନାଦ ବଢୁନି ଚୋର
Inspirational
କାହିଁ ପ୍ରଜାପତି ମନ
Shashanka sekhar Ray · 1 min read · 11.9K reads
ସବୁଆଡେ ଆଜି ମରୁଭୂମି ଧୂ ଧୂ ଉତ୍ତପ୍ତ ବାଲିଚର ଖାଁ ଖାଁ ଅବିଶ୍ଵାସର କୁହୁଡି ପବନ ବି ଗୁମ ମାରିଦିଏ ଗଢିଉଠେ ପ୍ରତାରଣାର ବାଲିଘର ।
Abstract
.... ଭାବନା ......
Tapan kumar Sahu · 1 min read · 253 reads
.... ଭାବନା ......
Classics
Loading…
Next page →