English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#କାର୍ତ୍ତିକ
108 poems
ଇଏ କ'ଣ
ଲିମନ ଦିଦି · 1 min read · 133 reads
ଅଧର୍ମୀ ନୟନ ଓଲଟାଉଛି ଗୀତା ରହସ୍ୟ...... ଲୋଲୁପ ମନ କ'ଣ ବୁଝେ ସମ୍ପର୍କ ମୂଲ୍ୟ......
Others
ତ୍ଯାଗର ରଙ୍ଗ
Sasmita Choudhury · 1 min read · 100 reads
ବତୀଘର କାହିଁ କରିଦିଅ ମୋତେ ତୁମ ଜୀବନର କାର୍ତ୍ତିକ-ଆକାଶ-ଦୀପ, ନିଦ ନେଇ ମୋର ଶୋଇଯିବ ତୁମେ
Romance
ପରିବା ର ଆତ୍ମଗ୍ଲାନି
Ramakant Rout · 2 min read · 271 reads
ଚାଷୀ ଭାଇ ଦୁଃଖ କହିଲେ ନ ସରେ ସାର ଓ ବିହନ କିଣି କିଣି ମରେ, ମହାଜନ ଏଠି ମାଲା ମାଲ୍ ହୁଏ ରାତାରାତି ଭାଉ ଘୋଡା କିଣି ପାରେ!
Others
ନାରୀ.. ଶାଗ ବିଡ଼ାଏ
Madhumita Mishra · 1 min read · 397 reads
ଯେତେ ଦର ବଢ଼ିଲେ ବି.. ଶାଗ ଦରଟି ସୁଲଭ ଲାଗେ କିନ୍ତୁ କୁହ ତ କେବେ କିଏ ଏ ଶାଗ ଜୀବନ କଥା କି ଭାବେ
Abstract
କାର୍ତ୍ତିକ ମାସ ଶେଷ
ଓଡ଼ିଆ ଗଳ୍ପ ଓ କବିତା - ୨ · 1 min read · 6.6K reads
ଧରମ ମାସ ଶେଷଲୋ ଆଜି, ମାଛ ମାରି ମାରି ଯା, ରେ ମାଝି, ମାଛ ମାରି ମାରି ଯା ଚୁଙ୍ଗୁଡ଼ି ଦରାଣ୍ଡି ଯା ଆ ଆ… ରେ ।
Classics
ହାଏରେ ମୋ’ ପାୱାର ଚଷମା -୧୦
Pramit Mohapatra · 1 min read · 6.8K reads
ବୁଢାଟିଏ ହେଇ କହୁ ମାଉସୀ, କାହୁଁ ମୋ’ କବଳୁ ଯିବୁରେ ଖସି, ମାଇପିଏ ସବୁ ଆସ ସହଳ, ଭାଙ୍ଗି ଦିଅ ଏଇ ବୁଢାର ଗେଲ ।
Comedy
Loading…
Next page →