English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#କାଳିଆହାତୀ
396 poems
ରଥେ ଜଗନ୍ନାଥ
Pranati Mahapatra · 1 min read · 173 reads
ଜଗନ୍ନାଥ ମୋର କାଳିଆ ସାଆନ୍ତ ହଲି ଝୁଲି ଆସୁଛନ୍ତି, ପତିତ ଉଦ୍ଧାରି ପତିତପାବନ ନେତ ଉଡାଉଛନ୍ତି, ନର,ପଶୁ ପକ୍ଷୀ ଦେବ ଯେ କିନ୍ନର ରଥରେ ବାମନ କରିଣ ଦର୍ଶନ ମୋକ୍ଷ ପାଇଁ ଭାଳୁଥାନ୍ତି।
Classics
ଦୋଷ ଭାଇ କାହାର
Sudhanjali Mishra · 1 min read · 279 reads
ମାଆ,ଛୁଆହାତୀଙ୍କ କରୁଣ ଦୃଶ୍ୟ ଦେଖି ବୋହିଗଲା ଅଶ୍ରୁଧାର ଖୋଳା ଚାଲିଥାଏ କ୍ରେନ୍ ସାହାଯ୍ୟରେ ଭିଡ଼ ଜମିଥାଏ ଜନତାର
Others
ହାତୀ
Akshayakumar Dash · 1 min read · 138 reads
ଚେତକ ମୁଖ ହାତୀର ଶୁଣ୍ଢ ଦିଶିଲା ଛୁଆ ହାତୀ ମୋଗଲ ରାଜାଙ୍କର ସେ ଗଜ ଲଢ଼ିଲା ନାହିଁ ମାତି ।
Others
ମମତାର ରୂପରେଖ
Prasanna Kumar Madala · 1 min read · 114 reads
ନିର୍ବାକ ପଶୁର ଭଲଗୁଣ ଯେତେ ଶିଖେନି ମଣିଷ ମୂଢ ଶୃଙ୍ଖଳିତ ପ୍ରତି ପରିବାର ଦ୍ଵାରା ସମାଜ ହୁଅନ୍ତା ଦୃଢ ।
Inspirational
ମାଆ ଟି ସାହା
Meenakshi Padhy · 1 min read · 115 reads
ହାତ ଧରି ତୋର ବାଟ ଚଲାଇବି ମାଆ, ତୋର ସାହା ହୋଇକି, ବଣ ରାଇଜର ନିତି ନୂଆ କଥା ଶିଖିବୁ ତୁ ମନ ଦେଇକି ।
Others
ଯତ୍ନ
Dipti lekha Mishra · 1 min read · 215 reads
ସିଏ ବାପା ସିଏ ମା ସିଏ ଗୁରୁ ଓ ନାଆ । ଜଙ୍ଗଲେ ବଡ ଜୀବ ସବୁକୁ ସ୍ନେହ ଦେବ ।
Others
Loading…
Next page →