English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#କୁଆଁରପୁନେଇ
22 poems
ଫୁଲ ବଉଳବେଣୀ
Jyotiranjan Acharya · 1 min read · 6.9K reads
ଚାନ୍ଦ ଯାଏ ଲୁଚି ଲୁଚି ଗୋ ଫୁଲ ବଉଳବେଣୀ ମୋବାଇଲ ଠାରୁ ଫୁରୁସତ ନାହିଁ ଖେଳିବ କିଏସେ ପୁଚି ଗୋ ଫୁଲ ବଉଳବେଣୀ କୁଆଁର ପୁନେଇ ଜହ୍ନ ଗୋ.....
Inspirational
ଗାଁ ତ ଗଲାଣି ବଦଳି
Banabihari Mishra · 1 min read · 645 reads
ଚଷା ଚାଷକ୍ଷେତ କଥା ଭୁଲି ତ ଗଲାଣି ରାଜନୀତିରେ ଗାଆଁର ଟୋକା ମାତିଲେଣି ଗୋବର ପାଣି ସକାଳୁ ପଡୁନି ଦୁଆରେ ଭୂଆଶୁଣୀଏ ଶେଯରୁ ଉଠନ୍ତି ଡେରିରେ
Others
କେଡେ ସୁନ୍ଦର ମୋ ଗାଁ
Lalita Jena · 1 min read · 13 reads
ବାର ମାସରେ ତେର ପରବ ଗାଁରେ ପାଳନ ହୁଏ ଏଡ଼େ ସୁନ୍ଦର ମୋ ଜନମ ମାଟି କେହି ସମତୁଲ ନୁହେଁ
Children Stories
କୁଆଁର ଭାର
Ajaya Mahala · 2 min read · 13.8K reads
Kuaanra Bhaara - Rural Odisha, economic plight of women. An attempt at portrayal of the plight of peasantry, more particularly women --in the given socio-cultural landscape where economic hardships ultimately transcend into human issues on a spiritual plane..
Others
କାଶତଣ୍ଡୀ ହସିଲା
Jagannath Barik · 1 min read · 524 reads
ମାଆ ଦଶଭୁଜା ଭବାନୀ ଗିରିଜା ଦଶହରା ପର୍ବ ଆସିଲା ମେଢ଼ ମଣ୍ଡପରେ ଆତସବାଜିରେ ପଲ୍ଲୀରୁ ସହର କମ୍ପି
Abstract
ଗାଁ କଥା ସବୁ ଭୁଲିଗଲି
Dr Simant Kumar Nanda · 1 min read · 200 reads
ଗାଁ କଥା ସବୁ ଭୁଲିଗଲି
Classics
Loading…
Next page →