English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#କୁନିଝିଅ
321 poems
ବାପାଙ୍କୁ ପଦେ
RAKESH SAHOO · 1 min read · 6.8K reads
ହେଲେ ପଡିବାର ମୋତେ ଡର ନଥିଲା କାରଣ ତୋଳି ନେବାକୁ ତୁମ ହାତ ଥିଲା ।। କାହିଁକି ମୋତେ ଅନ୍ୟ ହାତରେ ଦେଉଛ ଏତେ ସ୍ନେହ ଶ୍ରଦ୍ଧା କଣ ହୋଇଗଲା ତୁଛ ।।
Inspirational
ବର୍ଷା
Rakesh Ranjan Ojha · 1 min read · 199 reads
ବର୍ଷା ଏକ ଅମାନିଆ କୁନି ଝିଅ, ନାଚୁଥାଏ ପାଉଁଜି ପାଦ ରେ, ମାଟି ରୁ ଆକଶ ଯାଏ , କେବେ ନଦୀ ରୁ ପର୍ବତ ଯାଏ
Others
କବିତାର ସୁଅ
Prafulla Chandra padhi · 1 min read · 177 reads
ସୂର୍ୟ୍ଯ ଆଖିରେ କବିତା କବିତାର ଆଖିରେ କବିତା ତାରାରେ ତାରାରେ କବିତା ....
Others
କୁନି-କୁନି କଥା
ଓଡ଼ିଆ ଗଳ୍ପ ଓ କବିତା - ୩ · 1 min read · 6.6K reads
ଆମ ‘ କୁନିକଥା ‘ କହଇ କେତେ ହିତ କାହାଣୀ ଗୀତ, ଗପ ଆଉ ପୁରାଣ, ପୁଣି ମହତ ବାଣୀ l ବୁଦ୍ଧି, ଜ୍ଞାନ କେତେ ରହିଛି ତାହା ଜାଣିବା ପାଇଁ
Classics
କୁନିପାଇଁ ଗୀତଟିଏ
Jyotirmoyee Mohanty · 1 min read · 114 reads
ସମସ୍ତେ ଦୁଃଖି ଏଇଠି ରାଜାଠାରୁ ରଙ୍କିଯାଏ କିଛିନା କିଛି ତ ପାଇଁ ସନସ୍ତଙ୍କ ମନେ ଥାଏ ଅବସୋସ ଭରି।
Others
ସଂସାର ସାର
ଓଡ଼ିଆ ଗଳ୍ପ ଓ କବିତା - ୨ · 1 min read · 7K reads
କୁନା କୁନି ଚାଲିଲେ ଘର ଏପ୍ରଥା ଜୀବନ ବେଭାର କରେ ଯେ ପର ଉପକାର ସେହି ତ ସଂସାରରେ ସାର॥
Inspirational
Loading…
Next page →