Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#କୃତଘ୍ନ
8 poems
ହୁଅ ସବୁ ଆଗୁସାର
ବି. ନିରୁପମା · 1 min read · 308 reads
ଶ୍ରେଷ୍ଠ ଜୀଵ ହୋଇ ତା' ସୁରକ୍ଷା ପାଇଁ କୁଣ୍ଠିତ ହେଉଛ କିଆଁ , ସବୁ ଦେଖି ଶୁଣି ନିରବ ରହୁଛ କାନ୍ଦି
Abstract
ନଦୀ
Debabrata Jena · 1 min read · 1.4K reads
ବନ୍ଧୁର ପଥ ହିଁ ମୋର ଚିର ସହଚର ସେ ପାଇଁ ମୋ ଜୀବନରେ କରେନି ଖାତିର କଣ୍ଟକିତ ମାର୍ଗ ଦେଇ ପଛେ ବହିଯିବି ଜୀବଜଗତ ପାଇଁ ଅମୃତ ବାଣ୍ଟିବି ।।
Inspirational
ମାନବ
Sisir Panda · 1 min read · 90 reads
ଅଛନ୍ତି ଏମିତି ମଣିଷ ଥୋକେ ନିଜକୁ ଭାବନ୍ତି ସର୍ବଦା ଠିକ କର୍ତ୍ତବ୍ୟ କରମେ କରନ୍ତି ହେଳା ଜ୍ଞାନୀ ଜନ ପାଶେ ସାଜନ୍ତି ମୁକ।
Inspirational
ପ୍ରତାରକ ପାଇଁ ପଦେ
BISWESWAR MAJHI · 1 min read · 254 reads
ହିସାବ କରୁଛି ତୁମ ପାପଘଡା ଗଲେ ଭରି ଜୀବଗଲେ ଦଣ୍ଡ ଦେବ କୁମ୍ଭୀପାକ ନରକରେ ତୁମ୍ଭକୁ କଲେ କି ହେବ ପର
Abstract
ହେବାନାହିଁ ବେଇମାନ
Narendra Prasad Behera · 1 min read · 48 reads
ଆମ୍ଭେ ଜିଲ୍ଲାବାସୀ ଏକତ୍ର ହୋଇବା ହୋଇବା ନାହିଁ ଗୋଲାମ କଲମ ମୁନରେ ଲେଖିବା କବିତା...
Inspirational
ଦେବୀ
Sambit Srikumar · 1 min read · 207 reads
ତୁ ସେମିତି ଦେବୀ ହୋଇ ରହିଥା ଚିରକାଳ କ୍ଷୀଣକାୟା ହୋଇ ବହୁଥା ଗୁପ୍ତଗଙ୍ଗା ସମ ମହୋଦଧିରେ ମିଶୁଥା
Tragedy
Loading…
Next page →