StoryMirror - Read, Write, Share & Repeat- “ବର୍ଷିବାର ମୋହରେ”Trupti Paikaray · 1 min read · 7.1K readsସୁନେଲି ରୂପେଲି ରଙ୍ଗପସରା,
କେବେ ଗୋଲାପୀ, ନାରଙ୍ଗୀ ସବୁଜିମା,
ସେ ରଙ୍ଗୀନ ରାଧାଚୁଡ଼ା,
ପୁଣି କେବେ ନାଲି କୃଷ୍ଣଚୂଡ଼ା IFantasy
- ଜାଣେନା ଫେରିବ କେବେ
................................Kulamani Sarangi · 1 min read · 12.9K readsଜାଣେନା ଫେରିବ କେବେ ................................ ଫେରିବ ବୋଲି ଯେ ଦେଲ ପ୍ରତିଶ୍ରୁତି ବିଶ୍ବାସ ହୁଏନି ମୋର, ତୁମ ସ୍ମୃତିହୀରା ମନଗହନରେ ଅଛି ହେ ବ୍ରଜ ସୁନ୍ଦର। ଯେଉଁ ଉପବନେ ଘୂରିବୁଲୁଥିଲା ମନ ହୋଇ ପ୍ରଜାପତି, ଫୁଲର ସୁରଭୀ ମହକାଉଥିଲା ଅନ୍ତର ଭିତର ନିତି, ପ୍ରୀତି ଫୁଲରେଣୁ ବିଞ୍ଛିହୋଇ ମନ ହେଉଥିଲା ପୁଲକିତ ସୁଗନ୍ଧରାଜର ମହକ ହୃଦୟ କରୁଥିଲା ସୁଗନ୍ଧିତ, କାଳ ବଇଶାଖୀ ଆସି ସେ ବନକୁ ଦେଲା ଦିନେ ଧ୍ବଂସ କରି, ସେଇ ଉପବନ ଧ୍ବସ୍ତ ଧୁଳିସାତ ସାଜିଅଛି ପ୍ରେତପୁରୀ। ହୃଦୟ ଭିତରେ ନିଆଁ ଜଳେ ଆଜି ସ୍ମୃତି ହେବକି ଅଙ୍ଗାର ! ଅବିଶ୍ବାସ ଧୁଆଁ ଆଖି ବାନ୍ଧିଦିଏ ଅନ୍ତରୁ ଝରେ ରୁଧିର। ଜାଣେନା ଆସବ କେବେ, ଆଖିର ଅଶ୍ରୁରେ ଆଶାର ଦୀପାଳୀ ଲିଭି ଯାଇଥିବ ତେବେ!
କୁଳମଣି ଷଡଙ୍ଗୀ ବିଦ୍ୟା ନଗରୀ ଖଣ୍ଡପଡାOthers
- ଭୁଲିନି କେବେ ତମକୁ !Ram Prasad Bisoi · 1 min read · 6.5K readsଭୁଲିନି କେବେ ତମକୁ !
Others
- ସମ୍ପର୍କମିତା ପଟନାୟକ · 1 min read · 11.5K readsସମ୍ପର୍କ ବି ଏକ ବୃଥା ଆଶ୍ୱାସନା
ଏକ ବିଡମ୍ବନା ;
କେବେ ନୁହେଁ
ଏକ ସମ୍ଭାବନା..।Inspirational
- ଗୋଲାପ ରାଣୀDharmendra Chuhan · 1 min read · 165 readsଓଠ ତୁମ ଗୋଲାପୀ ଗାଲ ବି ଗୋଲାପୀ
ଦେହ ତ ତୁମରୀ ଗୋଲାପୀ,
ହେ ଗୋଲାପୀ ମୋର ହୃଦୟ ସଂଗରେ
ପରାଣ ବି ଦେଇRomance
- ତୁମେ -ରୀତା ଅପରାଜିତା ମହାନ୍ତିReeta aparajeeta Mohanty · 1 min read · 146 readsପ୍ରେମିକା ର ସରୁ ଗୋଲାପୀ ଓଠରେ
ତୁମେ ଡାକ ଶୁଣିଲେ
ମୋ ମନର ଶୁଷ୍କ ସାହାରl ମରୁଭୂମିରେ
ବର୍ଷା ସହିତAbstract
Loading…