StoryMirror - Read, Write, Share & Repeat- ସରକସAkshayakumar Dash · 1 min read · 250 readsହାତୀ ଟା ସେକି ପାହୁଲ ଟେକି
ପଳାଏ ତାର ବାଟେ
ସିଂହ କେଶରୀ ଲାଞ୍ଜ କଚାଡି
ଓଠରେ ଜିଭ ଚାଟେ
ଜୋକର ହସAbstract
- ସତେ କି ସେ ମୋର ହେବବି. ନିରୁପମା · 1 min read · 4.7K readsଶରଧା ବାଲିରେ ଥରେ
ଗଡ଼ାଇ ଆଣିବ ମୋତେ ଶ୍ରଦ୍ଧାରେ ,
ସେ କଳା ନିଧିରେ ....
ମୁହିଁ-ଭୁଲିବି ସବୁ ବାଧାରେ ।
ସେ କଳା ନିଧିରେ ।Action
- ଆମ୍ବ ମେଳାRaja Sekhar CH V · 1 min read · 264 readsଆମ୍ରପାଲି ମଲ୍ଲିକା ହିମସାଗରର ମିଠା ସ୍ୱାଦ,
ଲେଙ୍ଗଡା ସୁବର୍ଣ୍ଣରେଖା ଆଖୁରସର ସୁସ୍ଵାଦ,Others
- ସୁଲକ୍ଷଣୀPrafulla Chandra Mishra · 1 min read · 199 readsଦଳା କଜ୍ଵଳ କଳା ଚୁର୍ଣ୍ଣ କୁନ୍ତଳା
ସତେ,ଜଳନିଧି ତରଙ୍ଗିଣୀ
ଅମଉଳା ଯବା ଅଧରୀ ଶୁଶିଳା
ମୁନି ଜନ ମନ ମୋହିନୀ, (ସେକି)ମଦନ ପ୍ରାଣ ସଙ୍ଗିନୀ ।।Abstract
- ଗ୍ରୀଷ୍ମ ବର୍ଣ୍ଣନା- ୨ଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 7.2K readsକରୀ-କୁମ୍ଭସ୍ତନା କୋକିଳ ବଚନା କୁନ୍ଦକଳି ଚାରୁଦଶନା।
କୁଟିଳ ଦଶନା ପ୍ରସନ୍ନ ବଦନା ଶ୍ରୀକୃଷ୍ଣଚନ୍ଦ୍ର ସ୍ନେହଘନା।
ସୁଜନେ, କୂପକ-ନିତମ୍ବ ଶୋଭନା।Classics
- ଗଣତନ୍ତ୍ର ଦିବସMaheswar sahoo · 1 min read · 362 readsଉଦୟ ସୁରୁଜ, ପବନର ତାଳ,
ତ୍ରିରଙ୍ଗାର ଢେଉ ଶୋଭେ:
କେଶରୀ ଧବଳ, ନିଳିମା ରଞ୍ଜିତ,
ଉଡେ ଫର ଫର ଗର୍ବେClassics
Loading…