English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#କ୍ରୂର
5 poems
ଆଧୁନିକତା
Sanatan Das · 1 min read · 178 reads
ହା ଏକ ମୃତ୍ୟୁର ଉପତ୍ୟକାରେ ପାଦ ଥାପିଥିବା ଅପସଂସ୍କୃତିର ଚାରା... ଯାହା କବଳିତ କରିଛି, ଏ ମାନବତାକୁ ତାର କ୍ରୂର ଯୋଜନାରେ, ଅଣନିଃଶ୍ୱାସୀ କରିଦେଇ ସବୁଦିନ ପାଇଁ
Others
ରାବଣ ଦର୍ଶନ
Minati Pradhan · 1 min read · 222 reads
ମୋତେକିନ୍ତୁ ଦିଶୁଥିଲା ରାବଣ ଦର୍ଶନ..... ବେଦଜ୍ଞ ଓ ଦଶ ମସ୍ତିଷ୍କର ବୁଦ୍ଧିମତ୍ତା ମୁଣ୍ଡ | ସ୍ଵର୍ଣ ଲଙ୍କା କ'ଣ ବନିଥିଲା ଏମିତି ବିନା ସୁଶାସନେ ?
Abstract
ଭୋକ
କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera · 1 min read · 200 reads
ମାରିବାର ନିଶାରେ ବଢେ ହିଂସା କ୍ରୂର ବୁଦ୍ଧି କରି ବୃଦ୍ଧି ଚାହେଁ ସଂସାରକୁ ରଖିବାକୁ ତା' ହାତ ମୁଠାରେ, ଅର୍ଥ ହୁଏ ଅନର୍ଥର କାରଣ ଏ ଭୋକର ହୁଏନା ଶେଷ
Tragedy
ଅଭାଗା ମଣିଷ
Aishwarya Mishra · 1 min read · 316 reads
ସବୁଜ ସୁନ୍ଦର ଶ୍ୟାମଳ ଆଭା ଫଳ-ପୁଷ୍ପେ ପାଉଥିଲା ତ ଶୋଭା କ୍ରୂର ମଣିଷର ହାତ ସ୍ପର୍ଶରେ ସୌନ୍ଦର୍ଯ୍ୟ ହଜିଲା ଧରାଧାମରେ
Tragedy
ଜୟ ଜଗନ୍ନାଥ ଜୟ
Bharatabandhu Biswal · 1 min read · 203 reads
ଜଳ ସ୍ଥଳ ବାୟୁ ନଭ ଅନ୍ତରୀକ୍ଷ ହେଉ ମୁକ୍ତ ସୁବିମଳ ନ ବ୍ୟାପୁ ହି°ସ୍ରତା କ୍ରୂର ଦାନବତା ସଂକୀର୍ଣ୍ଣତା ପାପାଚାର ।
Inspirational