StoryMirror - Read, Write, Share & Repeat- ଖୁସିBauribandhu Lenka · 1 min read · 323 readsହଜି ଯାଇଥିବା ଅତୀତ,
କେବେ ଆଉ ଫେରିଆସେନା,
ହେଲେ ତା'ର ସ୍ମୃତିରେ ବି ମୁଁ ଖୁସିInspirational
- ନିଶାSatyabati Swain · 1 min read · 298 readsନିଶାInspirational
- ଖାଲି କିଛି-------ଅନୁଶୋଚନା ।Ram Prasad Bisoi · 1 min read · 6.6K readsଖାଲି କିଛି-------ଅନୁଶୋଚନା ।
Others
- ଖାଲି କିଛି-------ଅନୁଶୋଚନା ।Ram Prasad Bisoi · 1 min read · 6.6K reads
ଖାଲି କିଛି-------ଅନୁଶୋଚନା ।
ଜୀବନ ! ତୋ ପାଇଁ ମୋର ନାହିଁ କିଛି ଅନୁଶୋଚନା ତୋ ଠାରୁ ଅବା ଆଉ କିଏ ? ଅଛି ଖୁଵ ସୁନ୍ଦର , ଖାଲି ଏତିକି ମୋର କହିବାର ବାକି ଅଛି ତମେ ସାଥୀ କାହିଁକି ? ମୋ ସହ ହେଉ ନାହଁ କଥା । (୧)
ତମେ ଜାଣି ନାହଁ କି ? ପ୍ରତି ରାତିରେ ମରି ପ୍ରତି ସକାଳେ ବଞ୍ଚି ଉଠେ ଏଠି ତମ ବିନା ଜୀବନ , ମରିଯାଇ ବି ତମକୁ ଭୁଲି ପାରିନି କେବେ ବିଡ଼ମ୍ବନା ଖାଲି ଏତିକି ବଞ୍ଚିଥିବା ସମୟରେ ହୋଇ ପାରିଲି ନି ତମର ସମୟବି ପାରିଲାନି ଭରି ତମେ ଦେଇ ଥିବା କ୍ଷତ , ଆଜି ବି ଏ କଥା ଭାବୁଛି ,କାହିଁକି ? ତମ ହୃଦୟେ ନାହିଁ ଆନ୍ଦୋଳନ, ଜୀବନ କୁ ମୋର ପ୍ରାଥନା ଏତିକି ତୁମ ସହ କଟି ଯାଉ ବାକି ରହି ଯାଇଛି ଯେତେ ସମୟ । (୨)
ହେ ------------------ ମୋ ଝରୁଥିବା ଆଖିର ଶ୍ରାବଣୀ କିଛିତ ଚେନାଏ ହସ ମତେ ଦେଇ ଦିଅ, ନିଃସଙ୍ଗତା ହେଲାଣି ଏବେ ଦୁର୍ବିସହ ବୁଝି ବି ଆବୁଝା ତମେ ବାକି ରହିଗଲା ତମଲାଗି ମୋର ଏ ଖାଲି କିଛି""ଅନୁଶୋଚନା ""(୩)।
ରାମ ପ୍ରସାଦ ବିଶୋଇ (କାଶ୍ୟପ) ସକାଳ-୮-୫୫ ମି, ତା-୨-୦୬-୧୬ , ରାୟଗଡ଼ା ।
Others
- ପଖାଳ ଦିବସHenarani Senapati · 1 min read · 127 readsପଖାଳ ଦିବସClassics
- ଗାଁ ଛାଡି ସହର ଯିବାର ନିଶାJyoti Jyoti · 1 min read · 196 readsଗାଁ ଛାଡି ସହର ଯିବାର ନିଶାDrama
Loading…