StoryMirror - Read, Write, Share & Repeat- ନିଶାSatyabati Swain · 1 min read · 298 readsନିଶାInspirational
- ଖାଲି କିଛି-------ଅନୁଶୋଚନା ।Ram Prasad Bisoi · 1 min read · 6.6K readsଖାଲି କିଛି-------ଅନୁଶୋଚନା ।
Others
- ଖାଲି କିଛି-------ଅନୁଶୋଚନା ।Ram Prasad Bisoi · 1 min read · 6.6K reads
ଖାଲି କିଛି-------ଅନୁଶୋଚନା ।
ଜୀବନ ! ତୋ ପାଇଁ ମୋର ନାହିଁ କିଛି ଅନୁଶୋଚନା ତୋ ଠାରୁ ଅବା ଆଉ କିଏ ? ଅଛି ଖୁଵ ସୁନ୍ଦର , ଖାଲି ଏତିକି ମୋର କହିବାର ବାକି ଅଛି ତମେ ସାଥୀ କାହିଁକି ? ମୋ ସହ ହେଉ ନାହଁ କଥା । (୧)
ତମେ ଜାଣି ନାହଁ କି ? ପ୍ରତି ରାତିରେ ମରି ପ୍ରତି ସକାଳେ ବଞ୍ଚି ଉଠେ ଏଠି ତମ ବିନା ଜୀବନ , ମରିଯାଇ ବି ତମକୁ ଭୁଲି ପାରିନି କେବେ ବିଡ଼ମ୍ବନା ଖାଲି ଏତିକି ବଞ୍ଚିଥିବା ସମୟରେ ହୋଇ ପାରିଲି ନି ତମର ସମୟବି ପାରିଲାନି ଭରି ତମେ ଦେଇ ଥିବା କ୍ଷତ , ଆଜି ବି ଏ କଥା ଭାବୁଛି ,କାହିଁକି ? ତମ ହୃଦୟେ ନାହିଁ ଆନ୍ଦୋଳନ, ଜୀବନ କୁ ମୋର ପ୍ରାଥନା ଏତିକି ତୁମ ସହ କଟି ଯାଉ ବାକି ରହି ଯାଇଛି ଯେତେ ସମୟ । (୨)
ହେ ------------------ ମୋ ଝରୁଥିବା ଆଖିର ଶ୍ରାବଣୀ କିଛିତ ଚେନାଏ ହସ ମତେ ଦେଇ ଦିଅ, ନିଃସଙ୍ଗତା ହେଲାଣି ଏବେ ଦୁର୍ବିସହ ବୁଝି ବି ଆବୁଝା ତମେ ବାକି ରହିଗଲା ତମଲାଗି ମୋର ଏ ଖାଲି କିଛି""ଅନୁଶୋଚନା ""(୩)।
ରାମ ପ୍ରସାଦ ବିଶୋଇ (କାଶ୍ୟପ) ସକାଳ-୮-୫୫ ମି, ତା-୨-୦୬-୧୬ , ରାୟଗଡ଼ା ।
Others
- ଶୂନ୍ୟସ୍ଥାନRojalin kar · 1 min read · 393 readsଲୁହ କି ପାରିବ ପୋଛି
ତୁମ ହାତ ଧରି ହସି ବୁଲୁଥିଲି
କାଟିଦେଲା କିଏ ଗୋଛିRomance
- ଅଲୋଡ଼ା କଥାHemanta Nayak · 1 min read · 241 readsଆକାଶ-ବତାସ,ଜଳ-ସ୍ଥଳ-ବନ
ଜୀଇଁବା ପାଇଁ କି ଲୋଡ଼ା ରେ ,
ବେଳ ହେଲେ ହେବି ମଡ଼ା ରେ
ଆଗୁ କାହିଁ ହେବି ତଡ଼ାରେOthers
- ଭାବୁଛି ଶରଧା ବାଲିDILIP KUMAR SAHOO · 1 min read · 23.7K readsରଥଖଳା କହେ ତିନିରଥ ସଜ
ସାରଥୀ ଅଛନ୍ତି ଚାହିଁ
ରଥୀଙ୍କୁତ ମନା ରଥ ଚଢିବାକୁ
ଘୋଡା ପଡିଲେଣି ଶୋଇOthers
Loading…