Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଗଣପତି
20 poems
ଗଣପତି
Madhabi Patel · 1 min read · 6.8K reads
ଅଜ୍ଞାନକୁ ହରୁ ପୁଣି ହରୁ ଦୁଃଖ ରୋଗ। ଲମ୍ବୋଦର ଉଦର ତୋ ଗଜର ବଦନ। ବକ୍ଷରେ ପଇତା ନାଉଁଁ ଦିଶଇ ଶୋଭନ। ଦିବ୍ୟ ପାଟବସ୍ତ୍ର ନାଇଁ ଅପରୂପ ଶୋଭା।
Others
ବିଘ୍ନ ବିନାଶକ ( ସନେଟ)
SARATA KUMAR DAS · 1 min read · 6.9K reads
ରକ୍ଷାକର ପ୍ରଭୁ ତୁମେ ଏ ଧରା ପୃଷ୍ଠକୁ ରହୁ ତୁମ ଯଶ ଖ୍ୟାତି ଯୁଗରୁ ଯୁଗକୁ ।।
Others
ଧନ ମୋର
Sukanti Hotta · 1 min read · 164 reads
ପାର୍ବତୀ ମାକୁ କହି ଆସିବୁ ଗେଲା ଧନ ମୋର କୋଳେ ବସିବୁ ଅଝଟ ଜମାରୁ ତୁ ହେବୁନି କେବେ ହେଲେ ଦୁଃଖ ତୁ ଦେବୁନି l
Others
ଶ୍ରୀଗଣେଶ ବନ୍ଦନା
TapaswiniDash Sarangi · 1 min read · 403 reads
ହେ ଗଣେଶ୍ୱର ବିଦ୍ୟାର ଈଶ୍ୱର ଗଣାଧିପତି ଗଜାସ୍ୟ ପଞ୍ଚଦେବ ମଧ୍ୟେ ଆଦିଦେବ ଭାବେ ସର୍ବଦା ତୁମେ ନମସ୍ୟ।
Others
ଗଣେଶ
Prabhanjana Tripathy · 1 min read · 215 reads
ଭକ୍ତି ଭାବ କରି ପୂଜନ୍ତି ସର୍ବେ ହିନ୍ଦୁ ମୁସଲିମ୍ ମିଳିତ ଗର୍ବେ
Others
ଲଡୁ ଦେଇଥିଲି ଗଣପତିଙ୍କୁ ମୁଁ
Bela Bhumi · 1 min read · 407 reads
ନାସିକେଶ୍ୱର, କାକଟପୁର, ପୁରୀ ଗଇସ ଫୁଲରେ ରେ ଶିବ ପୂଜୁଅଛି କଟିଗଲେ ସବୁ ରିଷ୍ଟ
Others
Loading…
Next page →