StoryMirror - Read, Write, Share & Repeat- ଅଫେରା ଢେ଼ଉBM MITRABHANU Sahoo · 1 min read · 139 readsକେତେ ସ୍ନେହ କରେ
ଏବେ ଗଲା କୁଆଡେ
ସମୁଦ୍ର ଗର୍ଭରେ ଯେବେ
ଢେଉ ଆଗକୁ ବଢେ
ସିଏ ସିନା ଫେରି ଆସେ
କୁଳAbstract
- ଦୂର୍ଗା! ତୁମେ ଆସନାKrishna Mishra · 1 min read · 249 readsଚନ୍ଦନ, କୁଙ୍କୁମ ତ ନୁହେଁ!
ଦେବୀଙ୍କ ଶୃଙ୍ଗାର ହୁଏ, ରକ୍ତ ରଞ୍ଜିତ ହସ୍ତରେ।
ଦିବାଲୋକେ, ରାଜରାସ୍ତାପୋରେ
ନାରୀ ଇଜ୍ଜତର ହୋଲି ଖେଳ,
ବଂଶର କାରଣ ଦର୍ଶାଇ
କନ୍ୟା ଭ୍ରୁଣ ହତ୍ୟା ହୁଏ ଗର୍ଭରେ .....Tragedy
- ଗୁରୁଙ୍କ ମଧ୍ୟରେ ଶ୍ରେଷ୍ଠପ୍ରିୟଦର୍ଶିନୀ ମହାନ୍ତି · 1 min read · 132 readsଉଚିତ ବେଭାର, ଉପଯୁକ୍ତ ମାର୍ଗ, ଦେଇଥାଏ ଶିକ୍ଷାଦାନ ,
ଶୂନ୍ୟ ମସ୍ତିଷ୍କକୁ ସୁଜ୍ଞାନରେ ଭରି, କରିଥାଏ ...Inspirational
- ଧିକ ତୁମ ମଣିଷ ପଣିଆNiranjan Sahu · 1 min read · 189 readsକେତେ ଆଶା କେତେ ଆକାଂକ୍ଷ ଥିଲା ମୋ ମନରେ
ମୁଁ ବି ଜନ୍ମ ନେବି
ଦୁନିଆଁ ଦେଖିବି
ଖେଳିବି ଡେଇଁବି
କିନ୍ତୁ ମୋର ବା କି ଦୋଷ ଥିଲା,,?Inspirational
- ଅକୁହା କଥାDr.Omm Prasad Pradhan · 1 min read · 347 readsଆଉ ତୁମକୁ ହଜେଇଦେଇଥିଲି
ସେଇ ସମୁଦ୍ର ଗର୍ଭରେ
ସମୁଦ୍ର ସବୁକିଛି ଫେରେଇଦିଏ
କେବଳ ତୁମକୁ ଛାଡିRomance
- ମୋ ବୋଉ କିଛି ଜାଣିନିTapaswini DashSarangi · 2 min read · 218 readsମୋ ବୋଉ ସବୁ ଜାଣିଛି....।
ସତ କଥା ହେଲା
ମୁଁ ତା ତ୍ୟାଗକୁ ବୁଝି ପାରିନି
ତା' ମନକୁ ପଢି ପାରିନି
ତDrama