English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଚକାଭଉଁରୀ
56 poems
ଲୁହଭିଜା ପୃଷ୍ଠା
Kabiratna N.K. Behera · 1 min read · 197 reads
ତୁମେ ଅଛ ଝରକା ସେ ପାଖେ ଫୁଟା ଗୋଲାପ ପରି ତାର ବାସ୍ନା ଆସୁଛି ପବନରେ ଛୁଇଁ ଯାଉଛି ମୋ ସର୍ବାଙ୍ଗରେ
Romance
କଥା ଦିଅ
Shashanka sekhar Ray · 1 min read · 296 reads
ଜୀବନର ଉଠାଣୀ ରାସ୍ତାରେ ସମୟର ଚକା ଭଉଁରୀରେ ଝଡ ଯଦି କେବେ ଆସେ ମଥାପାତି ନେବା ବିନା ସଂକୋଚରେ
Romance
ଫଗୁଣ ଗୁଂଜନ
Shanti Mishra · 1 min read · 4.9K reads
କାଳେ ଝାଉଁଳି ପଡିବ, ତେଣୁ ଦୂରୁ ଦେଖୁଥିଲି, କେବେ ସ୍ପର୍ଶ ନକରି ମୋର ଅଜାଣତେ, ଜାଣି ପାରିଲିନି, କେବେ ହୋଇଗଲା ମନ ଚୋରି
Inspirational
ଭଉଁରୀ
Banalaxmi Mohanty · 1 min read · 223 reads
କାଳର କରାଳ ଭଉଁରୀରେ ପଡି ବିଜ୍ଞାନୀ ମନୁଷ୍ୟ ଆଜି କରୋନା ରୋଗଠୁ ମୁକୁଳି ପାରୁନି ବୁଦ୍ଧି ଯାଉଛି ତା, ହଜି।
Others
ଭାବନା
Prasanna Kumar Das · 1 min read · 411 reads
ଆପଣାର ବୋଲି ଯା'ଲାଗି ସେନେହେ ଯୋଗାଡୁ ଯତନେ ଧନ ଦରବ , କ୍ଷଣେ ସାତପର କରିବେ ସକଳ
Inspirational
ଚକା ଚକା ଆଖିରେ ଚାହିଁଁଛୁ କାଳିଆ
Padmalaya Mishra · 1 min read · 7.3K reads
ଭାସିଯାଉ ଅଶ୍ରୁ ଜଳେ ତଥାପି କାହିଁକି ମୁଁ ଆଶା ବାନ୍ଧିଅଛି ରଖିବୁ ବିଦାୟ ବେଳେ ।।
Others
Loading…
Next page →