StoryMirror - Read, Write, Share & Repeat- ନୀଳମୟLopamudra Parida · 1 min read · 198 readsନୀଳମୟAction
- ରଜନୀTapan kumar Sahu · 1 min read · 201 readsରାମଣୀୟ କାନ୍ତି ସରସୀ ଲଭନ୍ତି
ସୁଧାକର କର ପାଇ
ସମୀରେ ଭାସୁଛି ଉତ୍ତାଳ ତରଙ୍ଗ
କୁମୁଦ କନକ ଧୋଇ llFantasy
- ତୁମେ କହିଲେ...Rama chandra Pradhan · 1 min read · 447 readsତୁମେ କହିଲେ
ମୁଁ ମୋନାଲିସା ଠୁ ହସ ଆଣି
ତୁମ ଓଠେ ଫୁଟାଇ ଦେବି
ତୁମେ କହିଲେ
ମୁଁ ମୟୁର ଠୁ ଚନ୍ଦ୍ରRomance
- ଶ୍ରୀକୃଷ୍ଣଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 6.8K readsଆଗେ,ପଛେ,ଉର୍ଦ୍ଧ୍ୱେ, ଅଧେ,ବାମେ ଓ ଦକ୍ଷିଣେ
ପ୍ରଣମେ ମୁଁ ଓତପ୍ରୋତ ସେ ଶ୍ୟାମ-ବରଣେ,
ଛାୟା-ପଥ ଯା ବକ୍ଷର ଶୁଭ୍ର ବନମାଳ..Classics
- ଚଉପଦୀ - ଶ୍ୟାମ ଶ୍ରୀଅଙ୍ଗେ ନେତ୍ରପ୍ରାଚୀନ ଓଡ଼ିଆ କାବ୍ୟ କବିତା · 1 min read · 6.5K readsମନ ତା ସଙ୍ଗ ପ୍ରୀତି ଲୋଡ଼ିଲାରେ
ଚନ୍ଦ୍ରିକା ମୁକୁଟିଆ ହଟ ନଟ କୁଟିଆ
ଛବିକି କେ ବିନ୍ଧାଣୀ ଗଢ଼ିଲାରେ ।Classics
- ପବିତ୍ର ଭାରତ ବର୍ଷPrafulla Chandra Mishra · 1 min read · 6.5K readsଗଛ,ଲତା,ଗୁଳ୍ମ,ତରୁ,ବୃକ୍ଷ,ଦ୍ରୁମ
ଫୁଲ,ଫଳ ପୂର୍ଣ୍ଣ କାନ୍ତି,
ସବୁଜ ବରଣୀ ଭାରତ ଜନନୀ
ତା ପରେ କୋଟି ଜୁହାର ।।Inspirational
Loading…