English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଚାଙ୍ଗୁଡି
4 poems
ଭାରି ଫିକା ଲାଗେ
Panchanan Jena · 1 min read · 26 reads
ଶୀତ କାକର ଟୋପାର ଛଟକ ଘାସ ଫୁଲରେ ହୀରାର ଚମକ ଫୁଟିଲା ଫୁଲରେ ସୁବାସିତ ମହକ ପ୍ରକୃତିର ଶୋଭା ଭାରି ଫିକା ଲାଗେ ତୁମ ମୁରୁକି ହସର କୁହୁକ
Romance
ହଳଦୀ ମଖା ଝିଅର ପ୍ରେମ
Shiba Charan Mahapatra · 1 min read · 247 reads
ସେବେଳେ ହାଲକା ଇଛାରେ ହୃଦୟର ସାଇତା ପ୍ରେମ ଆଖିରେ ଚନ୍ଦନ ମାଖି ନୀଳହ୍ରଦ ପାଲଟୁ ପାଲଟୁ ସବୁତକ ପାଣି ପ୍ରେମିକ ମହକରେ ଲବଣାକ୍ତ ହେବ.
Others
ମା' ମୋ ଆସିବ ବୋଲି
Debasis Rout · 1 min read · 146 reads
ବାଉଁଶ ଦୋହଲେ ମୋ ଘର ବାଡ଼ିରେ ହେବାକୁ ଫୁଲ ଚାଙ୍ଗୁଡି ତାଳ କେରାଟ ବି ସେବାରେ ଲାଗିବ ହୋଇଛି ତା' ସଙ୍ଗେ ଯୋଡ଼ି
Inspirational
ଫୁଲ ଚାଙ୍ଗୁଡି
Bharatabandhu Biswal · 1 min read · 218 reads
ଶୋଭେ ଆମ୍ରକୁଞ୍ଜ ବଉଳର ବାସ୍ନା ଯୂଇ ଯାଈ ମଲ୍ଲୀ ହେନା ହଳଦୀବସନ୍ତ ସମ୍ଭାଷେ ମଧୁର ପ୍ରିୟ ପ୍ରିୟା ଆନମନା ।
Romance