StoryMirror - Read, Write, Share & Repeat- କବିତାSagar Kumar Parida · 1 min read · 3.1K readsକେତେବେଳେ ବେଶ ତୁମ ଛନ୍ଦପରି କେତେବେଳେ ଛନ୍ଦହୀନ,
ଆଉ କେତେବେଳେ ଅଳଙ୍କାର ପିନ୍ଧି ମୋହୁଥାଅ ଆମ ମନ
କAbstract
- ସଙ୍ଗୀତ ଆସରPrasanna Kumar Madala · 1 min read · 241 readsକିନ୍ତୁ ଏକ କାଉ ଛନ୍ଦହୀନ ଆଉ
ବେସୁରା ଗୀତରୁ ଗୋଟେ
ଭାବପୂର୍ଣ୍ଣ କହି ଗାଏ ରହି ରହି
ବୁଝି ହେଲାନାହିଁ ମୋଟେ ।
ସଭାକୁ ସମ୍ଭାଳି ସ୍ବବିଚାରେ ଭାଳି
ବାନର ନଚାହିଁ ଆନେ
ଫଳାଫଳ ଯାଇ କହିଲା ବୁଝାଇ
ଆୟୋଜକ ଭାଲୁ କାନେ ।Abstract
- ଜୀବନ ଗୀତିSangeeta Barik · 1 min read · 184 readsଜୀବନ ଯାତ୍ରାରେ ମୁଖେ ରଙ୍ଗ ବୋଳି
ଭିନ୍ନ ଚରିତ୍ରରେ ଦେଖାଏ କଳା,Abstract
- ଛନ୍ଦହୀନ ଜୀବନPriyabrata Mohanty · 1 min read · 206 readsଧର୍ମ ଉପରେ ରହିଲେ ଆସ୍ଥା,
ମିଳଇ ସଳଖ ଚାଲିବା ରାସ୍ତା,Children Stories
- ମୋ ପାଇଁDebadatta Jena · 1 min read · 243 readsପୁନେଇଁ ଜହ୍ନ,
ଫୁଲେଇ କଇଁ,
କଅଁଳ କାକର
ସବୁଜ ଭୂଇଁ,ସବୁ ତୋ ପାଇଁ.!Romance
- ଛନ୍ଦହୀନ ମଣିଷLiza Senapati · 1 min read · 237 readsସବୁଠି ଲୋଡ଼ା ଆମକୁ,
ଛନ୍ଦହୀନ ମଣିଷ,
ସାଗରେ ମୁକ୍ତା ପରି ,
ଅଟେ ଇଏ ସପନOthers
Loading…