Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଛନ୍ଦା
17 poems
ମୃତ୍ୟୁ ଭଉଁରୀ
S Nayak 😊 · 1 min read · 519 reads
ମୃତ୍ୟୁ ଭଉଁରୀ
Abstract
ପ୍ରପୋଜ
sumita behera · 1 min read · 133 reads
ପ୍ରପୋଜ ତ କେବେ କରିନେ କାହାକୁ ତଥାପି ହୃଦୟ ବନ୍ଧା, ପ୍ରୀତି ଶିକୁଳିର ମଧୁର ବନ୍ଧନେ
Romance
ଛନ୍ଦା ଚରଣ ହେ!
Kulamani Sarangi · 1 min read · 1.2K reads
ଛନ୍ଦା ଚରଣ ହେ! ........................ ଛନ୍ଦାଚରଣ ହେ! ତୁମ ପାଦେ ବନ୍ଧା ଶରୀର,ମନ, ଚୈତନ୍ୟ, ଏ ଭବ ଫନ୍ଦାରୁ ଉଦ୍ଧାର କରହେ ପ୍ରଭୁ ଆରତ ନାଶନ। କଳାଚାନ୍ଦ ପାଦ ନଭଜିଲା ହୃଦ ମନ୍ଦ ବୁଦ୍ଧିରେ ମାତିଲି, ଛନ୍ଦରେ ପଡି ମୁଁ ପନ୍ଦର ଦିନରେ ଧରାକୁ ସରା ମଣିଲି। ସିନ୍ଧୁ ଥାଉଁ ଥାଉଁ ବିନ୍ଦୁଏ ପଛରେ ଧାଇଁଲା ତୃଷିତ ମନ, ବଂଧୁ ତୁମପରି ଥାଉଁ ଥାଉଁ କଲି ଇତର ପାଦ ବଂଦନ। କନ୍ଦୁକ ଖେଳକୁ ଛାଡି ସିନ୍ଧୁଯେମା ପତି ପାଦେ ଚିତ୍ତ ରହୁ, ତୁମରି ଖନ୍ଦାର ନିର୍ମାଲ୍ୟକୁ ପାଇ ତୁମ ପାଦେ ପ୍ରାଣ ଯାଉ। କୁଳମଣି ଷଡଙ୍ଗୀ ଖଣ୍ଡପଡା
Others
ଏ କେମିତିକା ବନ୍ଧନ
PRANATI MAHAPATRA · 1 min read · 268 reads
ଏ କେମିତିକା ସମ୍ପର୍କ ମାଆ ହୁଏ ରାକ୍ଷସୀ ମମତାରେ କଳଙ୍କ ସ୍ଵାର୍ଥ ଏଠି ମୁଖ୍ୟ ଆଉ ସବୁ କୁହେଳିକା ।
Others
କେତେ ଛନ୍ଦି ହେବି
Prasanta kumar Hota · 1 min read · 233 reads
ନିନ୍ଦା ପରଶଂସା ନକରେ ନୀରସା ଦେଇଛତ ଦୟାମତେ ନାହିଁ ମୋର ଦୁଃଖ ଉଣା ବେଶୀ ବୋଲି କରମ ତ ଭାଗ୍ୟ କୃତେ
Others
ଛନ୍ଦା ଶ୍ରୀଚରଣେ ବନ୍ଧାଏ ଜୀବନ
Prafulla Chandra Mishra · 1 min read · 4.8K reads
ସବୁ ଦୁଃଖ ପାପ ତୁମ ନାମ ସ୍ମରି ତୁମ ପତାକାକୁ ଚାହିଁ ଅପସରି ଯାଉ ଶାନ୍ତି ମୁକ୍ତି ଦିଅ ପ୍ରଫୁଲ୍ଲ ଜଣାଣ ଘେନ ଛନ୍ଦା ଶ୍ରୀଚରଣେ…
Others
Loading…
Next page →