English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଜଗାବଳିଆ
60 poems
କଳ୍ପବଟ
Suresh chandra Padhy · 1 min read · 131 reads
ଆସ ଦେଖି ଯିବା କଳ୍ପବଟକୁ ରହିଛି ସେ ଭକ୍ତ ମନବଞ୍ଚା ପୂର୍ଣ୍ଣ କରିବାକୁ
Classics
ରଥଯାତ୍ରା
Sunanda Mohanty · 1 min read · 225 reads
ଫେରିବା ବେଳେ କିଣିଲେ ଗଛ ତିନୋଟି ଲାଗାଇ ମୂଳରେ ଦେଲେ ପାଣି ଓ ମାଟି ନାମ ଦେଲେ ଜଗା ବଳିଆ ସୁଭଦ୍ରା ମାଆଟି ଏ ବର୍ଷ ରଥରେ ଲିମ୍ବ ଗଛରେ ଓଁ ଲେଖାଟି
Inspirational
ମାଆ
sudhakar sethi · 1 min read · 163 reads
ତୁ ମୋ ଜଗା ତୁ ମୋ ବଳିଆ ତୁ ମୋ ସୁଭଦ୍ରା ମାତ ତୋ ଛଡା ମୋର ନାହିଁ ମୁକତି ଚରଣେ ଶତ ପ୍ରଣିପାତ।।
Others
ଭାଇ ଭଉଣୀ କହ କାହାଣୀ
BISWESWAR MAJHI · 1 min read · 162 reads
ଜଗା ବଳିଆ ସାଙ୍ଗରେ ସୁଭଦ୍ରା ଭଉଣୀ ରତ୍ନ ସିଂହାସନେ ଜନ ମନ ନିଏ କିଣି। ସୁଭଦ୍ରା ଭଉଣୀ ସଦା ସୁରକ୍ଷିତ ଥାଉ କଂସ ପରି ଭାଇ କା'ରେ ବିଧାତା ନ ଦେଉ।
Inspirational
ଶ୍ରୀମନ୍ଦିର
Pt.Abhaya Kumar Tripathy Sharma · 1 min read · 347 reads
ବଡ଼ ତାର ନେତ ବଡ ଦାଣ୍ଡ ତାର ବଡ ତାର ଶ୍ରୀମନ୍ଦିର, ବଡ଼ ପଣ୍ଡା, ଭୋଗ ବଡ଼ ତା'ନିଯୋଗ ରଥଯାତ୍ରା ବଡ଼
Others
ବଡ ଦେଉଳିଆ
Jagannath Barik · 1 min read · 257 reads
ବଡ ଦେଉଳିଆ
Classics
Loading…
Next page →